इस जानकारी को छोड़ दें

ଡେଟିଙ୍ଗ

ଆପଣଙ୍କ ସବୁ ସାଙ୍ଗ କାହାରି ନା କାହାରିକୁ ଡେଟ୍‌ କରୁଛନ୍ତି । କʼଣ ଆପଣ ଡେଟିଙ୍ଗ ପାଇଁ ପ୍ରସ୍ତୁତ ଅଛନ୍ତି ? ଯଦି ହଁ, ତାହେଲେ ଆପଣ କିପରି କିଛି ଭୁଲ କରିବାରୁ ନିଜକୁ ରୋକିପାରିବେ ? ଏ ମାମଲାରେ ଆପଣ କିପରି ଭଲ ନିଷ୍ପତ୍ତି ନେଇପାରିବେ, ଯାହାଫଳରେ ଆଗକୁ ଯାଇ ଯେବେ ଆପଣଙ୍କର ବିବାହ ହେବ, ତେବେ ଆପଣ ଦୁହେଁ ଖୁସିରେ ରହିବେ ?