ଯିହୋବା, ଦେ ସାହସ
(୨ ରାଜାବଳୀ ୬:୧୬)
ଡାଉନଲୋଡ୍:
୧. ମୋ ଚାରି ପାଖରେ
ଭୟ ଓ ସନ୍ଦେହ,
ଯେବେ ନ ଥାଏ ଉପାୟ
ଦେଖାଉ ତୁ ବାଟ ।
କଷ୍ଟ ଏ ଜୀବନ
ସତ ମୁଁ ଜାଣଇ,
ସଦା ବିଶ୍ୱସ୍ତ ଈଶ୍ୱର
ଭୟ ନାହିଁ ପ୍ରାଣେ ।
(ଘୋଷା)
ଯିହୋବା, ଭର ବିଶ୍ୱାସ
କି ଦେଖେ ସଦା ମୁଁ
ଆମ ସଙ୍ଗୀଗଣ ଅଧିକ ।
ହେବି ସାହସୀ ମୁଁ ।
ଦେ ତୁ ସାହସ ଦେ
ସହି ଯିବି ସବୁ,
ଯିହୋବା, ଦେ ସାହସ
ନିଶ୍ଚେ ତୋରି ଜୟ ।
୨. ମୁଁ ଗଢ଼ା ଏମିତି
ନିଜ ବଳେ ହାରେ,
ତୁହି ମୋର ଦୃଢ଼ ଦୁର୍ଗ
ବଳ ତୁ ହିଁ ଦେଉ ।
ଦେ ତୁ ଦେ ସାହସ
ଦୃଢ଼ ହେଉ ମନ,
ପାରିବନି କିଛି ବାନ୍ଧି
ବନ୍ଦୀ ବା ମରଣ ।
(ଘୋଷା)
ଯିହୋବା, ଭର ବିଶ୍ୱାସ
କି ଦେଖେ ସଦା ମୁଁ
ଆମ ସଙ୍ଗୀଗଣ ଅଧିକ ।
ହେବି ସାହସୀ ମୁଁ ।
ଦେ ତୁ ସାହସ ଦେ
ସହି ଯିବି ସବୁ,
ଯିହୋବା, ଦେ ସାହସ
ନିଶ୍ଚେ ତୋରି ଜୟ ।
(ଘୋଷା)
ଯିହୋବା, ଭର ବିଶ୍ୱାସ
କି ଦେଖେ ସଦା ମୁଁ
ଆମ ସଙ୍ଗୀଗଣ ଅଧିକ ।
ହେବି ସାହସୀ ମୁଁ ।
ଦେ ତୁ ସାହସ ଦେ
ସହି ଯିବି ସବୁ,
ଯିହୋବା, ଦେ ସାହସ
ନିଶ୍ଚେ ତୋରି ଜୟ ।
ଯିହୋବା, ଦେ ସାହସ
ନିଶ୍ଚେ ତୋରି ଜୟ ।