इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କିପରି ସମୟ ହେବ

କିପରି ସମୟ ହେବ
  1. ୧. କଷ୍ଟରେ ଆମ ଜୀବନ,

    ଚିନ୍ତାରେ ଥାଏ ମୋ ମନ ।

    ଅଛି ଆଖିରେ ବିଶ୍ୱାସ,

    ସବୁ ଆଶା ପୂରା ହେବ ।

    (ଘୋଷା)

    କଳ୍ପନା କର ନୂଆ ଦୁନିଆରେ !

    ଯୁବା ହେବା, ନ ଥିବ ଆଉ କଷ୍ଟ ।

    କଳ୍ପନା କର ପ୍ରିୟଙ୍କୁ ଦେଖିବା !

    ଧନ୍ୟବାଦ, ଯିହୋବା ଏହି ଆଶା ପାଇଁ ।

  2. ୨. କାନ ମୋର ଶୁଣେନା,

    ଆଖି ବି ଦେଖି ପାରେନା,

    ଶୁଣି ପାରିବି ସଂଗୀତ ।

    ଦେଖିବି ଏହି ଜଗତ ।

    (ଘୋଷା)

    କଳ୍ପନା କର ନୂଆ ଦୁନିଆରେ !

    ଯୁବା ହେବା, ନ ଥିବ ଆଉ କଷ୍ଟ,

    କଳ୍ପନା କର ପ୍ରିୟଙ୍କୁ ଦେଖିବା !

    ଧନ୍ୟବାଦ, ଯିହୋବା ଏହି ଆଶା ପାଇଁ ।

    (ବିଶେଷ ପଂକ୍ତି)

    ‘କରି ପାରେ ନାହିଁ ଯାହା ଚାହେଁ’

    କିନ୍ତୁ ଦୌଡ଼ିବି ଖୁବ୍‌ ଶୀଘ୍ର ।

    (ଘୋଷା)

    କଳ୍ପନା କର ନୂଆ ଦୁନିଆରେ !

    ଯୁବା ହେବା, ନ ଥିବ ଆଉ କଷ୍ଟ,

    କଳ୍ପନା କର, ‘ମୃତ୍ୟୁ ହେବ ନାହିଁ,’

    ଥିବ ଜୀବନ ଖୁସି ଭରା ।

    (ଘୋଷା)

    କଳ୍ପନା କର ନୂଆ ଦୁନିଆରେ !

    ଯୁବା ହେବା, ନ ଥିବ ଆଉ କଷ୍ଟ,

    କଳ୍ପନା କର ପ୍ରିୟଙ୍କୁ ଦେଖିବା !

    ଧନ୍ୟବାଦ, ଏ ଆଶା ପାଇଁ ।