इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ତୁମ ପାଇଁ ବଞ୍ଚେ

ତୁମ ପାଇଁ ବଞ୍ଚେ

ଡାଉନଲୋଡ୍‌:

  1. ୧. ରାତିରେ ଯେବେ ଦେଖେ,

    ତାରା ଭରା ଆକାଶେ,

    ଆଶ୍ଚର୍ଯ୍ୟ ତୁମ ସୃଷ୍ଟିକୁ ଦେଖି !

    ଝୁମି ଉଠେ ମୋ ମନ ।

  2. ୨. ଦିଏ ତୁମକୁ ପ୍ରାଣ ।

    ଦେଖାଅ ପଥ ମୋତେ,

    ହାତ ଧରି ଚାଲେ, ତୁମ ସାଥେ ।

    ଛାଡ଼ିବିନି ତୁମକୁ ।

    (ଘୋଷା)

    ମିଳେ ଆଶା, ଶକ୍ତି,

    ତୁମ ଠାରୁ ।

    ମୋ ଜୀବନ ବଦଳେ ।

    ଦେଲ ତୁମ ପୁତ୍ର,

    ମୋରି ପାଇଁ ।

    ଅର୍ପିଛି ଜୀବନ ।

    ତୁମ ପାଇଁ ବଞ୍ଚେ ।

  3. ୩. ବହୁମୂଲ୍ୟ ଭାବିଲ,

    ମୋତେ କଲ ନିଜର ।

    ପ୍ରତିଦିନ ତୁ ଦେଉ ଆଶିଷ ।

    ଧନ୍ୟ କରେ ତୁମର ।

    (ଘୋଷା)

    ମିଳେ ଆଶା, ଶକ୍ତି,

    ତୁମ ଠାରୁ ।

    ମୋ ଜୀବନ ବଦଳେ ।

    ଦେଲ ତୁମ ପୁତ୍ର,

    ମୋରି ପାଇଁ ।

    ଅର୍ପିଛି ଜୀବନ ।

    ତୁମ ପାଇଁ ବଞ୍ଚେ ।

    (ଘୋଷା)

    ମିଳେ ଆଶା, ଶକ୍ତି,

    ତୁମ ଠାରୁ ।

    ମୋ ଜୀବନ ବଦଳେ ।

    ଦେଲ ତୁମ ପୁତ୍ର,

    ମୋରି ପାଇଁ ।

    ଅର୍ପିଛି ଜୀବନ ।

    ତୁମ ପାଇଁ ବଞ୍ଚେ ।