इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବିଶ୍ୱାସର ଆଖିରେ

ବିଶ୍ୱାସର ଆଖିରେ

(ଗୀତସଂହିତା ୨୭:୧୩)

  1. ୧. ଡରିବିନି ସିଂହକୁ

    ନା ଡରିବି ଶତ୍ରୁକୁ ।

    ଯିହୋବା ମୋ ସାଥିରେ,

    ନା ଭୟ ମୋ ଠାରେ;

    ଯିହୋବା ମୋ ଦୃଢ଼ ଜାଣେ ।

    (ଘୋଷା)

    ଦେଖୁଛି ମୁଁ, ବିଶ୍ୱାସର ଆଖିରେ ।

    ଆଗେ ଅଛି, ଅନନ୍ତ ଜୀବନ !

    ଯିହୋବା ଦିଏ ମୋତେ

    ବଳ ଓ ସାହସ ।

    ଜାଣେ ମୁଁ ଯିହୋବା ମୋ ପାଖେ—

    ବିଶ୍ୱାସ କରେ ।

  2. ୨. ଯେତେ ବିଶ୍ୱାସୀ ଗଣ

    ରଖିଲେ ଦୃଢ଼ ଆଶା ।

    ସବୁ ଜୀବିତ ହେବେ

    ଦେଖିବେ ଆଖିରେ;

    ତୁମ ପ୍ରତିଜ୍ଞାର ଫଳ ।

    (ଘୋଷା)

    ଦେଖୁଛି ମୁଁ, ବିଶ୍ୱାସର ଆଖିରେ ।

    ଆଗେ ଅଛି, ଅନନ୍ତ ଜୀବନ !

    ଯିହୋବା ଦିଏ ମୋତେ,

    ବଳ ଓ ସାହସ ।

    ଜାଣେ ମୁଁ ଯିହୋବା ମୋ ପାଖେ—

    ବିଶ୍ୱାସ କରେ ।

    (ବିଶେଷ ପଂକ୍ତି)

    ଥିଲେ ଦୁଃଖ ପର୍ବତ ପରି ମୋର,

    ସହି ଯିବି ସବୁକିଛି ।

    ରଖେ ଆଶା

    ଦିଏ ଯିହୋବା ଭରସା,

    ହୋଇ ଯିବି ମୁଁ ସାହସୀ ।

  3. ୩. ଦେଖିବି ପାରଦିଶ

    ରଖେ ମୁଁ ବିଶ୍ୱାସ ।

    ହେବିନି ଦୂର୍ବଳ

    ରହିବି ଅଟଳ

    ଯିହୋବା ନିଶ୍ଚେ ହେବେ ଜୟ ।

    (ଘୋଷା)

    ଦେଖୁଛି ମୁଁ, ବିଶ୍ୱାସର ଆଖିରେ ।

    ଆଗେ ଅଛି, ଅନନ୍ତ ଜୀବନ !

    ଯିହୋବା ଦିଏ ମୋତେ,

    ବଳ ଓ ସାହସ ।

    ଜାଣେ ମୁଁ ଯିହୋବା ମୋ ପାଖେ—

    ବିଶ୍ୱାସ କରେ ।

    ବିଶ୍ୱାସ କରେ ।

(ଏବ୍ରୀ ୧୧:୧-୪୦ ମଧ୍ୟ ଦେଖନ୍ତୁ ।)