इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ଆପଣ ଅଧିକ ଜାଣିବାକୁ ଚାହାନ୍ତି ?

କʼଣ ଆପଣ ଅଧିକ ଜାଣିବାକୁ ଚାହାନ୍ତି ?

ବହୁତ ପୂର୍ବରୁ ଜଣେ ବୁଦ୍ଧିମାନ ବ୍ୟକ୍ତି ଲେଖିଥିଲେ, “ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର; ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର ।” (ହିତୋପଦେଶ ୪:୭) ଈଶ୍ୱର ଆମକୁ ଏପରି ବୁଦ୍ଧି ଆଉ ବୁଝିବାର ଶକ୍ତି ଦେଇପାରନ୍ତି, ଯାହାଫଳରେ ଆମେ ଜୀବନରେ ସଠିକ୍‌ ନିଷ୍ପତ୍ତି ନେଇପାରିବା ଏବଂ ଖୁସିରେ ରହିପାରିବା ।

ଈଶ୍ୱର ଆହୁରି ବିଷୟଗୁଡ଼ିକରେ ବଢ଼ିଆ ପରାମର୍ଶ ଦେଇଛନ୍ତି । ଏବିଷୟରେ ଜାଣିବା ପାଇଁ jw.org ୱେବସାଇଟ୍‌କୁ ଯାଆନ୍ତୁ । ସେଇଠି ଆପଣ ବହୁତ କିଛି ପାଇବେ, ଯେପରି:

  • ବାଇବଲ

  • ଭିଡିଓ

  • ପିଲାମାନଙ୍କ ପାଇଁ କାର୍ଟୁନ

  • ସାକ୍ଷାତ୍‌କାର

  • ଲେଖା

ଏହା ଯେକୌଣସି ବୟସର ଓ ସବୁ ପ୍ରକାରର ଲୋକମାନଙ୍କ ପାଇଁ ଅଟେ ଏବଂ ଆପଣ ଏସବୁ ବିନା ମୂଲ୍ୟରେ ଦେଖିପାରିବେ ।