ଗୀତ ୨
ଯିହୋବା ତୋ ନାମ
-
୧. ଜୀବନ୍ତ ଈଶ୍ୱର,
ତୁମେ ହିଁ ସୃଷ୍ଟିକର୍ତ୍ତା ।
ରହିବ ଯେ ଅମର,
ଯିହୋବା ତୋ ନାମ ।
ସମ୍ମାନ କରିଲ,
ବାଛିଲ ସଂସାରରୁ,
ଗର୍ବରେ କହୁ ନାମ ।
କରୁ ତୋ ମହିମା ।
(କୋରସ)
ଯିହୋବା, ଯିହୋବା,
ତୁ ସତ୍ୟ ଈଶ୍ୱର ।
ତୁ ସ୍ୱର୍ଗରେ, ଜଗତରେ,
ସର୍ବଶକ୍ତିମାନ ।
ଏହା, କହିବା ଜରୁରୀ,
ସବୁ ଗାଁ, ସହରେ,
ଯିହୋବା, ଯିହୋବା,
ପରମ ପ୍ରଧାନ, ତୁମେ ।
-
୨. ଯାହା ଇଚ୍ଛା ତୁମ,
ପରିଣତ କରାଇ,
ଅର୍ଥପୂର୍ଣ୍ଣ ତୋ ନାମ,
ବୁଝନ୍ତି ତୋ ଲୋକେ ।
ସାକ୍ଷୀ ନାମ ଦେଲ,
ଚିହ୍ନିତ କରାଇଲ ।
ମହାନ ତୋର ନାମ,
ସବୁଠୁ ଅଲଗା ।
(କୋରସ)
ଯିହୋବା, ଯିହୋବା,
ତୁ ସତ୍ୟ ଈଶ୍ୱର ।
ତୁ ସ୍ୱର୍ଗରେ, ଜଗତରେ,
ସର୍ବଶକ୍ତିମାନ ।
ଏହା, କହିବା ଜରୁରୀ,
ସବୁ ଗାଁ, ସହରେ,
ଯିହୋବା, ଯିହୋବା,
ପରମ ପ୍ରଧାନ, ତୁମେ ।
(୨ ବଂଶା. ୬:୧୪; ଗୀତ. ୭୨:୧୯; ଯିଶା. ୪୨:୮ ମଧ୍ୟ ଦେଖନ୍ତୁ ।)