इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୨୭

ଉପସ୍ଥିତ ହେବେ ଯିହୋବାଙ୍କ ପୁତ୍ରଗଣ

ଉପସ୍ଥିତ ହେବେ ଯିହୋବାଙ୍କ ପୁତ୍ରଗଣ

(ରୋମୀୟ ୮:୧୯)

  1. ୧. ଶୀଘ୍ର କରିବେ ଶାସନ,

    ଅଭିଷିକ୍ତଗଣ ।

    ସ୍ୱର୍ଗରେ ହେବେ ଶାସକ,

    ଯୀଶୁଙ୍କ ସହିତ ।

    (ଘୋଷା)

    ନିଜ ରାଜାଙ୍କ ସଙ୍ଗରେ,

    ଆସିବେ ଖୁବ୍‌ ଶୀଘ୍ର ।

    ହେବେ ସେମାନେ ବିଜୟୀ,

    ପାଇବେ ପୁରସ୍କାର ।

  2. ୨. ଯୀଶୁଙ୍କ ସ୍ୱର ଶୁଣିବେ,

    ଥିବେ ଜୀବିତ ଯେ ।

    ଏକତ୍ର କରିବେ ତାଙ୍କୁ,

    ଆମ ରାଜା ଯୀଶୁ ।

    (ଘୋଷା)

    ନିଜ ରାଜାଙ୍କ ସଙ୍ଗରେ,

    ଆସିବେ ଖୁବ୍‌ ଶୀଘ୍ର ।

    ହେବେ ସେମାନେ ବିଜୟୀ,

    ପାଇବେ ପୁରସ୍କାର ।

    (ବିଶେଷ ପଂକ୍ତି)

    ମସୀହ ଓ ସାନପଲ,

    ଶେଷରେ ଲଢ଼ିବେ ।

    ଏକତା ହୋଇ ରହିବେ,

    ସଦାକାଳ ପାଇଁ ।

    (ଘୋଷା)

    ନିଜ ରାଜାଙ୍କ ସଙ୍ଗରେ,

    ଆସିବେ ଖୁବ୍‌ ଶୀଘ୍ର ।

    ହେବେ ସେମାନେ ବିଜୟୀ,

    ପାଇବେ ପୁରସ୍କାର ।