इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୩୮

ସେ ତୁମକୁ ଶକ୍ତିଶାଳୀ କରିବେ

ସେ ତୁମକୁ ଶକ୍ତିଶାଳୀ କରିବେ

(୧ ପିତର ୫:୧୦)

  1. ୧. ଥିଲା ଯେ କାରଣ ଅନ୍ଧାର ପଥରୁ,

    ଆଣିଲେ ଯେ ଆଲୋକରେ ପ୍ରଭୁ ।

    ତୁମ ଭିତରେ ସେ ଦେଖିଲେ ସତ୍ୟକୁ,

    ହୃଦୟର ସହ ଖୋଜେ ତାକୁ ।

    ଶପଥ ନେଇ, ତୋ ସହ ଚାଲୁ,

    ସେବେଠାରୁ ତୁ ପ୍ରଭୁ ଛାଡ଼ିନୁ ।

    (କୋରସ)

    ଯୀଶୁଙ୍କର ରକ୍ତରେ

    କିଣିଲେ ଯିହୋବା,

    ରହିବୁ ତୁ ନିଜ,

    ହୋଇ ଯିହୋବାଙ୍କ ।

    କରିବୁ ତୁ ଯିହୋବାଙ୍କ

    ମହିମା ସଦା,

    ଶକ୍ତି ଆଉ କୃପା,

    ପାଇବୁ ନିଶ୍ଚିତ ।

  2. ୨. ତୋ ପାଇଁ ପୁଅକୁ ଦେଲେ ବଳିଦାନ,

    ଚାହେଁନା ସେ, ହାରିଯିବ ତୁମେ,

    ଚାହାନ୍ତି ଜୀବନେ, ପାଅ ପୁରସ୍କାର,

    କିନ୍ତୁ ରଖ ସମ୍ପୂର୍ଣ୍ଣ ଭରସା ।

    ରଖିଛନ୍ତି ମନେ ତୋ କାମକୁ,

    ଭୁଲିବେନି କେବେ ତୋ ବିଶ୍ୱାସ ।

    (କୋରସ)

    ଯୀଶୁଙ୍କର ରକ୍ତରେ

    କିଣିଲେ ଯିହୋବା,

    ରହିବୁ ତୁ ନିଜ,

    ହୋଇ ଯିହୋବାଙ୍କ ।

    କରିବୁ ତୁ ଯିହୋବାଙ୍କ

    ମହିମା ସଦା,

    ଶକ୍ତି ଆଉ କୃପା,

    ପାଇବୁ ନିଶ୍ଚିତ ।