इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୫୪

“ପଥ ଏହି !”

“ପଥ ଏହି !”

(ଯିଶାଇୟ ୩୦:୨୦, ୨୧)

  1. ୧. ଶାନ୍ତିର ପଥକୁ,

    ପୁତ୍ର ଶିଖାଇଲେ ।

    ଦେଖାଇଲେ ଯୀଶୁ,

    ଚାଲିବା ଏଥିରେ ।

    ପିତାଙ୍କ ବାକ୍ୟରେ,

    ହିଁ ଅଛି ଲିଖିତ,

    ଏ ସତ୍ୟ ପଥରେ,

    ଚାଲିବା କିପରି ।

    (କୋରସ)

    ଜୀବନର ରାସ୍ତା, ହଁ ଏ ରାସ୍ତା,

    ଦେଖିବାନି ବାମ କି ଡାହାଣ ।

    ପିତା ଦେଉଛନ୍ତି ଡାକରା,

    ବଢ଼ିବା ଆଗ, ହେବାନି ପଛ ।

  2. ୨. ପ୍ରେମର ଏ ପଥ,

    ନାହିଁ କେଉଁଠି ବି,

    ମିଳେ ପିତାଙ୍କର,

    ସ୍ନେହ ଏ ବାଟରେ ।

    ପ୍ରେମ ଅଟେ ସତ୍ୟ,

    ପିତା ଯିହୋବାଙ୍କ ।

    ପ୍ରେମର ଏ ପଥେ,

    ଖୁସି ଦିଏ ସଦା ।

    (କୋରସ)

    ଜୀବନର ରାସ୍ତା, ହଁ ଏ ରାସ୍ତା,

    ଦେଖିବାନି ବାମ କି ଡାହାଣ ।

    ପିତା ଦେଉଛନ୍ତି ଡାକରା,

    ବଢ଼ିବା ଆଗ, ହେବାନି ପଛ ।

  3. ୩. ଅନନ୍ତ ଜୀବନ,

    ମିଳେ ଏ ବାଟରେ,

    ଏହି ପ୍ରତିଜ୍ଞାରେ,

    ଅଛି ଯେ ଭରସା ।

    ଯିହୋବା କରୁଛୁ,

    ଧନ୍ୟବାଦ୍‌ ତମକୁ ।

    ଦେଖାଇଲ ବାଟ,

    ଦେଖିବାନି ପଛ ।

    (କୋରସ)

    ଜୀବନର ରାସ୍ତା, ହଁ ଏ ରାସ୍ତା,

    ଦେଖିବାନି ବାମ କି ଡାହାଣ ।

    ପିତା ଦେଉଛନ୍ତି ଡାକରା,

    ବଢ଼ିବା ଆଗ, ହେବାନି ପଛ ।