इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୮୪

ଆଗେଇ ଚାଲୁ

ଆଗେଇ ଚାଲୁ

(ମାଥିଉ ୯:୩୭, ୩୮)

  1. ୧. ଯିହୋବା ବେଶ୍‌ ଜାଣନ୍ତି ଯେ,

    ହେଉ ଖୁସି କେଉଁ କାମେ ।

    ଦିଅନ୍ତି ଶହେ ଉପାୟ,

    ଆଜୀବନ ସେବା କରୁ ।

    (ଘୋଷା)

    ପ୍ରଭୁଙ୍କ ସେବାରେ,

    ଅଛୁ ପ୍ରସ୍ତୁତ ।

    ଜରୁରୀ ଯେଉଁଠି ସ-ପ୍ରେମେ,

    ଆଗେଇ ଚାଲୁ ।

  2. ୨. ଚୌଦିଗେ ପ୍ରଭୁଙ୍କ କାମ,

    ଜରୁରୀରେ ଆଗ ଯାଉ ।

    ବିରତି ଆମେ ନେବୁନି,

    ଅମୂଲ୍ୟ ଏ ଜୀବନଟି ।

    (ଘୋଷା)

    ପ୍ରଭୁଙ୍କ ସେବାରେ,

    ଅଛୁ ପ୍ରସ୍ତୁତ ।

    ଜରୁରୀ ଯେଉଁଠି ସ-ପ୍ରେମେ,

    ଆଗେଇ ଚାଲୁ ।

  3. ୩. ରହୁ ଦୂରେ ବା ପାଖରେ,

    କୌଶଳ ଅର୍ଜନ କରୁ ।

    ଭାଷା ଶିଖୁ ନୂଆ ନୂଆ,

    ଦେବା ପାଇଁ ସୁସନ୍ଦେଶ ।

    (ଘୋଷା)

    ପ୍ରଭୁଙ୍କ ସେବାରେ,

    ଅଛୁ ପ୍ରସ୍ତୁତ ।

    ଜରୁରୀ ଯେଉଁଠି ସ-ପ୍ରେମେ,

    ଆଗେଇ ଚାଲୁ ।