ଗୀତ ୯୪
ଯିହୋବାଙ୍କ ବାକ୍ୟ ପାଇଁ କୃତଜ୍ଞ
-
୧. ପିତା, ତୁମେ ଦେଲ, ବଚନ ସତ୍ୟ,
ଦେଖାଉ ଆମକୁ ତୁ ସେହି ପଥ
“ପୂରା ଶାସ୍ତ୍ର ପ୍ରେରିତ ।”
ବୁଝିଲୁ ତୋ ବାକ୍ୟ,
ତେଣୁ ହେଲୁ ମୁକ୍ତ କଲୁ ପ୍ରକାଶ ।
-
୨. ଅଦ୍ଭୁତ ବଳ ଏ ବାକ୍ୟରେ ତୋର ।
ପରଖି ଆମ ମନ ଓ ହୃଦୟ,
ସଠିକ୍ ତୋ ନିଷ୍ପତ୍ତି ।
ଶୁଦ୍ଧ ତୋ ନିୟମ,
ସିଦ୍ଧାନ୍ତ ଦ୍ୱାରା ଯେ, ଅନୁଶାସିତ ।
-
୩. ତୁମର ବଚନ କହେ ମନକୁ ।
ଜାଣୁ ମଣିଷର ଭାବନାକୁ
ହୁଏ ବିଶ୍ୱାସ ଦୃଢ଼,
ତୋର ଜରିଆରେ,
ଧନ୍ୟବାଦ ପିତା, ଏ ଦାନ ପାଇଁ ।
(ଗୀତ. ୧୯:୯; ୧୧୯:୧୬, ୧୬୨; ୨ ତୀମ. ୩:୧୬; ଯାକୁ. ୫:୧୭; ୨ ପିତ. ୧:୨୧ ମଧ୍ୟ ଦେଖନ୍ତୁ ।)