इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୯୯

ସାକ୍ଷୀ ଆମେ ହଜାରେ-ହଜାରେ

ସାକ୍ଷୀ ଆମେ ହଜାରେ-ହଜାରେ

(ପ୍ରକାଶିତ ବାକ୍ୟ ୭:୯, ୧୦)

  1. ୧. ସାକ୍ଷୀ ଆମେ ଅଛୁ ମିଶି,

    ହଜାରେ-ହଜାରେ ।

    ଅଟୁ ଆମେ ବିଶ୍ୱସ୍ତ-

    ଓ ଦୃଢ଼ ସତ୍ୟରେ ।

    ଅଧିକରୁ-ଅଧିକ,

    ବଢ଼ୁ ପ୍ରତିଦିନ ।

    କରୁଛୁ ଆମେ ସଙ୍ଗେ ଖୁସି,

    ଯିହୋବାଙ୍କ ମନ ।

  2. ୨. ସାକ୍ଷୀ ଆମେ ଅଛୁ ମିଶି,

    ଦେଉ “ସୁସମାଚାର” ।

    ଯାଇ ଦୂର ବା ପାଖେ,

    କରୁ ଆମେ ପ୍ରଚାର୍‌ ।

    ଲାଗି ରହୁ ଏ କାମେ,

    ଆସିଲେ ବି ଦୁଃଖ ।

    ଯୀଶୁ ଦେବେ ସଦା ‘ବିଶ୍ରାମ’

    ଶାନ୍ତି ଆଉ ସୁଖ ।

  3. ୩. ସାକ୍ଷୀ ଆମେ ଅଛୁ ମିଶି,

    ପିତାଙ୍କ ସମ୍ପତ୍ତି ।

    ‘ରଖନ୍ତି ସେ ତମ୍ବୁରେ

    ଦିନ ଆଉ ରାତି’ ।

    ଅଧିକରୁ-ଅଧିକ,

    କରୁ ପ୍ରଚାର୍‌ କାମ ।

    ମିଶି ଆମେ କରୁ ପବିତ୍ର,

    ଯିହୋବାଙ୍କ ନାମ ।