ଗୀତ ୧୦୯
କରିବା ଗଭୀର ପ୍ରେମ
-
୧. କରିବା ଗଭୀର ପ୍ରେମ,
ଏଥିରୁ ପିତା ଆନନ୍ଦ ।
ପ୍ରେମର ଗୁଣ ତାଙ୍କର,
ଅଟେ ଯାହା ମୁଖ୍ୟ ।
ସ୍ନେହ ଆସେ ହୃଦୟରୁ,
ଭାବେନି ନିଜ ସ୍ୱାର୍ଥକୁ
ଅନ୍ୟକୁ କରେ ଆଦର,
ଦେଖାଏ ବିଶ୍ୱସ୍ତ ।
ସାଙ୍ଗ ଥିଲେ ଦୁଃଖରେ,
ଆସିବା ତାଙ୍କର ପାଖରେ ।
ସାହାଯ୍ୟ ଦେବା ସଦା,
କରିବାନି ତାଙ୍କୁ ଏକା ।
ବୁଝାଇଲେ ପ୍ରଭୁ ଯୀଶୁ,
ଯିହୋବାଙ୍କର ପ୍ରେମକୁ,
ଛୁଏଁ ଆମର ମନକୁ,
ଦେଖାଇବା ଆମେ ବି,
ପ୍ରେମ ଏହିପରି ।
(୧ ପିତ. ୨:୧୭; ୩:୮; ୪:୮; ୧ ଯୋହ. ୩:୧୧ ମଧ୍ୟ ଦେଖନ୍ତୁ ।)