इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୧୮

ଦୃଢ଼ କର ଆମ ବିଶ୍ୱାସ

ଦୃଢ଼ କର ଆମ ବିଶ୍ୱାସ

(ଲୂକ ୧୭:୫)

  1. ୧. ଅବିଶ୍ୱାସୀ ଛଳ ହୃଦୟ ମୋର ।

    ଭୁଲ୍‌ କରି ଥାଉ କେତେ ଯେ ଆମେ ।

    ବିଶ୍ୱରେ ତୁମେ ସତ୍ୟର ଈଶ୍ୱର ।

    ଭାଙ୍ଗିପାରେ ବିଶ୍ୱାସ ଯେ ମୋର ।

    (କୋରସ)

    ଦୃଢ଼ କର, ବିଶ୍ୱାସ ହେ ଯିହୋବା,

    ଦୃଢ଼ କର, ଦିଅ ମୋତେ ବଳ ।

    ଡାକ ଶୁଣ ଛାମୁ ହେ କର ଦୟା,

    ଦେବି ସବୁଦିନ ସମ୍ମାନ୍‌ ପ୍ରଭୁ ।

  2. ୨. ରଖୁ ଭରସା ଯିହୋବା ତୋ ପାଖେ ।

    ଦେଉ ତୁ ଉପହାର ଖୁସିରେ ।

    ବିଶ୍ୱାସ ଯେ ରକ୍ଷା ରୂପ କବଚ,

    ଯୁଗାନ୍ତ ପାଇଁ ଅଛୁ ପ୍ରସ୍ତୁତ ।

    (କୋରସ)

    ଦୃଢ଼ କର, ବିଶ୍ୱାସ ହେ ଯିହୋବା,

    ଦୃଢ଼ କର, ଦିଅ ମୋତେ ବଳ ।

    ଡାକ ଶୁଣ ଛାମୁ ହେ କର ଦୟା,

    ଦେବି ସବୁଦିନ ସମ୍ମାନ୍‌ ପ୍ରଭୁ ।

(ଆଦି. ୮:୨୧; ଏବ୍ରୀ ୧୧:୬; ୧୨:୧ ମଧ୍ୟ ଦେଖନ୍ତୁ ।)