इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୧୯

ଅଛି ଆମ ପ୍ରକୃତ ବିଶ୍ୱାସ

ଅଛି ଆମ ପ୍ରକୃତ ବିଶ୍ୱାସ

(ଏବ୍ରୀ ୧୦:୩୮, ୩୯)

  1. ୧. ଭବିଷ୍ୟତଗଣ କହିଲେ ଯାହା,

    ଯୀଶୁ ମଧ୍ୟ କହିଲେ ତାହା ।

    କ୍ଷମା ମାଗ, ଭଲ ପଥେ ଚାଲ,

    ଇଚ୍ଛା ଯିହୋବାଙ୍କର ।

    (କୋରସ)

    ରଖୁ ଯେ ପ୍ରଭୁ, ବିଶ୍ୱାସ,

    କାର୍ଯ୍ୟରେ କରୁ ପ୍ରକାଶ ।

    କରି ସେବା ନିରନ୍ତର,

    ବଞ୍ଚାଇବା ଜୀବନ ଆମର ।

  2. ୨. ଯୀଶୁ ଭଳି କଷ୍ଟ ଯେ କରିବା,

    ତାଙ୍କର ଶିଷ୍ୟ ଯେ ହେବା ।

    କହିବା ଏ ସନ୍ଦେଶ ଆଶାର,

    ପ୍ରତିଜ୍ଞା ପ୍ରଭୁଙ୍କର ।

    (କୋରସ)

    ରଖୁ ଯେ ପ୍ରଭୁ, ବିଶ୍ୱାସ,

    କାର୍ଯ୍ୟରେ କରୁ ପ୍ରକାଶ ।

    କରି ସେବା ନିରନ୍ତର,

    ବଞ୍ଚାଇବା ଜୀବନ ଆମର ।

  3. ୩. ଖ୍ରୀଷ୍ଟ ପରି ବିଶ୍ୱାସ ରଖୁ,

    ନା, ହିଁ ପଥବଣା ହେବୁ ।

    କେବେ ଛାଡ଼ିବେ ନାହିଁ ଯିହୋବା,

    ଅଛି ପୂରା ଭରସା ।

    (କୋରସ)

    ରଖୁ ଯେ ପ୍ରଭୁ, ବିଶ୍ୱାସ,

    କାର୍ଯ୍ୟରେ କରୁ ପ୍ରକାଶ ।

    କରି ସେବା ନିରନ୍ତର,

    ବଞ୍ଚାଇବା ଜୀବନ ଆମର ।