ଗୀତ ୧୨୯
ଆମେ ଧୈର୍ଯ୍ୟବାନ ହେବା
-
୧. ସହି ଚାଲିବା
ଆସେ ଯେ ଦୁଃଖର ମେଘ ।
ଯୀଶୁ ସହିଲେ
ଆଗକୁ ଖୁସି ପାଇଲେ ।
ହଁ, ଅଛି ଭରସା,
ତାଙ୍କ ପ୍ରତିଜ୍ଞାରେ ।
(କୋରସ)
ଧୈର୍ଯ୍ୟ ବଜାୟ ରଖି,
ସହିବା ଯନ୍ତ୍ରଣା ।
ଆଶା ପ୍ରଭୁ ପ୍ରେମରେ,
ସଦା ଯେ ଚିରସ୍ଥାୟୀ ରହିବା ।
-
୨. କଷ୍ଟ ବି ଆସୁ,
ହେବା ଦିନେ ଆମେ ମୁକ୍ତ ।
ଭାବ ଆଶାକୁ,
କରିବା ଦୃଢ଼ ମନକୁ ।
ପାରଦୀଶକୁ ଯେ,
ମନେରଖି ସଦା ।
(କୋରସ)
ଧୈର୍ଯ୍ୟ ବଜାୟ ରଖି,
ସହିବା ଯନ୍ତ୍ରଣା ।
ଆଶା ପ୍ରଭୁ ପ୍ରେମରେ,
ସଦା ଯେ ଚିରସ୍ଥାୟୀ ରହିବା ।
-
୩. ଯାହା ବି ହେଉ,
ନା ଭୟ ହାରିବା କେବେ ।
ଶେଷ ପର୍ଯ୍ୟନ୍ତ,
ହୃଦୟରୁ କରି ସେବା,
ଏହି ସମୟରେ,
ବିଶ୍ୱସ୍ତ ରହିବା ।
(କୋରସ)
ଧୈର୍ଯ୍ୟ ବଜାୟ ରଖି,
ସହିବା ଯନ୍ତ୍ରଣା ।
ଆଶା ପ୍ରଭୁ ପ୍ରେମରେ,
ସଦା ଯେ ଚିରସ୍ଥାୟୀ ରହିବା ।
(ପ୍ରେରି. ୨୦:୧୯, ୨୦; ଯାକୁ. ୧:୧୨; ୧ ପିତ. ୪:୧୨-୧୪ ମଧ୍ୟ ଦେଖନ୍ତୁ ।)