इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୪୨

ଭରସା ରଖି ଆଶା ମନରେ

ଭରସା ରଖି ଆଶା ମନରେ

(ଏବ୍ରୀ ୬:୧୮, ୧୯)

  1. ୧. ମଣିଷ ଚାଲେ ନିଜର ଆବେଗରେ,

    ପାଇ ନ ଥାଏ କିଛି ଜୀବନରେ ।

    କରିବ କିଏ କାହାର ଉଦ୍ଧାର,

    କଷ୍ଟ ଦିଏ ପାପ ଆମର ।

    (ଘୋଷା)

    ଗୀତ ଗାଅ କର ଜୟକାର,

    ଯିହୋବାଙ୍କ ରାଜ୍ୟ ନିକଟତର ।

    ଭରସା ରଖି ଆଶା ମନରେ,

    ଲୁହ ଦୂର କରେ ଯୀଶୁ ଆମର ।

  2. ୨. ଜଲଦି ଆସୁ ଶାସନ ଯିହୋବାଙ୍କ,

    କେତେ ଦିନ ରହିବ ନୀରବରେ ।

    ମୁକୁଳାଇ ମଣିଷ ଶାସନରୁ,

    ପାଇବେ ସମସ୍ତେ ଉଦ୍ଧାର ।

    (ଘୋଷା)

    ଗୀତ ଗାଅ କର ଜୟକାର,

    ଯିହୋବାଙ୍କ ରାଜ୍ୟ ନିକଟତର ।

    ଭରସା ରଖି ଆଶା ମନରେ,

    ଲୁହ ଦୂର କରେ ଯୀଶୁ ଆମର ।