ଗୀତ ୧୪୩
ଯିହୋବାଙ୍କ ଦିନର ପ୍ରତୀକ୍ଷା କରିବା
-
୧. ଦେଖୁ ଯୁଗାନ୍ତର ଚିହ୍ନ,
ତେବେ ଆମେ ଜାଣିପାରୁ,
ଯିହୋବା ନିଜ ନାମକୁ,
କରିଦେବେ ପବିତ୍ର ।
(ଘୋଷା)
କରୁ ଯିହୋବାଙ୍କର ଦିନର,
ଅପେକ୍ଷା ଆମେ ସମସ୍ତେ,
ପାରଦୀଶ ଦେଖିବା ।
-
୨. ପୂର୍ବରୁ ହିଁ ସ୍ଥିର କଲେ,
ଈଶ୍ୱରଙ୍କ ନିଜ ପୁତ୍ର,
ଶେଷ ଯୁଦ୍ଧରେ ଲଢ଼ିବେ,
ବିଜୟୀ ହେବେ ରାଜା ।
(ଘୋଷା)
କରୁ ଯିହୋବାଙ୍କର ଦିନର,
ଅପେକ୍ଷା ଆମେ ସମସ୍ତେ,
ପାରଦୀଶ ଦେଖିବା ।
-
୩. ଦୁଃଖରେ ଅଛି ଦୁନିଆ,
ବିଶ୍ୱାସ ଅଛି ଆସିବ,
ଯିହୋବାଙ୍କ ଦିନ ଶୀଘ୍ର,
ହେବ ସବୁ ନୂତନ ।
(ଘୋଷା)
କରୁ ଯିହୋବାଙ୍କର ଦିନର,
ଅପେକ୍ଷା ଆମେ ସମସ୍ତେ,
ପାରଦୀଶ ଦେଖିବା ।
(ମାଥି. ୨୫:୧୩; ଲୂକ ୧୨:୩୬ ମଧ୍ୟ ଦେଖନ୍ତୁ ।)