इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୫୦

ଯିହୋବାଙ୍କ ନିକଟବର୍ତ୍ତୀ ହେବା

ଯିହୋବାଙ୍କ ନିକଟବର୍ତ୍ତୀ ହେବା

(ସିଫନୀୟ ୨:୩)

  1. ୧. ରାଷ୍ଟ୍ର ଏକ ହୋଇ,

    ବିରୁଦ୍ଧ ଯୀଶୁଙ୍କର ।

    ଯିହୋବାଙ୍କର ଆଦେଶ,

    ଯୁଦ୍ଧ ହେବ ଆରମ୍ଭ ।

    ଜଗତର ରାଜା,

    ବିନାଶ ହୋଇଯିବେ ।

    ଈଶ୍ୱରଙ୍କ ରାଜ୍ୟ ଆସିବ,

    ଆଉ ହେବନି ଡେରି ।

    (ଘୋଷା)

    ଯିହୋବା ଦେବେ ସୁରକ୍ଷା,

    ଆସିବ ଯେବେ ପରୀକ୍ଷା ।

    ଚାଲିବା ଯେବେ,

    ନ୍ୟାୟର ପଥେ,

    ତେବେ ପିତା ସମ୍ଭାଳିବେ ।

    ନେବା ଈଶ୍ୱରଙ୍କ ପକ୍ଷ,

    ଥିବା ବିଶ୍ୱସ୍ତ ।

  2. ୨. କମ୍‌ ଅଛି ସମୟ,

    ଲୋକେ ନିଅ ନିର୍ଣ୍ଣୟ ।

    ଯେବେ ଶୁଣାଉ ସନ୍ଦେଶ,

    କହିବେ ହଁ କି ନାହିଁ ।

    କଷ୍ଟ ଆସେ ସତ !

    ହେବାନି କେବେ ଭୀତ ।

    ଯିହୋବା କରିବେ ସବଳ,

    ତାଙ୍କର ଅତି ବଳ ।

    (ଘୋଷା)

    ଯିହୋବା ଦେବେ ସୁରକ୍ଷା,

    ଆସିବ ଯେବେ ପରୀକ୍ଷା ।

    ଚାଲିବା ଯେବେ,

    ନ୍ୟାୟର ପଥେ,

    ତେବେ ପିତା ସମ୍ଭାଳିବେ ।

    ନେବା ଈଶ୍ୱରଙ୍କ ପକ୍ଷ,

    ଥିବା ବିଶ୍ୱସ୍ତ ।