इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ


କʼଣ ଆମେ ସବୁଦିନ ପାଇଁ ଖୁସିରେ ରହିପାରିବା ?

କʼଣ ଆମେ ସବୁଦିନ ପାଇଁ ଖୁସିରେ ରହିପାରିବା ?

ଆପଣ କʼଣ ଭାବନ୍ତି ?

  • ହଁ

  • ନାହିଁ

  • ହୋଇପାରେ

ଏବିଷୟରେ ଈଶ୍ୱର କʼଣ କହନ୍ତି ?

“ଧାର୍ମିକ ଦେଶାଧିକାର [“ପୃଥିବୀ ଉପରେ ଅଧିକାର,” NWT] କରିବ ଓ ସଦାକାଳ ତହିଁରେ ବାସ କରିବ ।”​ଗୀତସଂହିତା ୩୭:୨୯.

ଯଦି ଏପରି ହୁଏ, ତାହେଲେ ଆପଣଙ୍କ ଜୀବନ କିପରି ହେବ ?

ଆମେ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ଖୁସି ଓ ଶାନ୍ତିରେ ଜୀଇଁବା ।​୨ ଥେସଲନୀକୀୟ ୨:୧୬.

ଆମେ କେବଳ କିଛି ସମୟ ପାଇଁ ନୁହେଁ, ବରଂ ସବୁଦିନ ପାଇଁ ଖୁସିରେ ଜୀଇଁବା ।​ମାଥିଉ ୫:୫.

କʼଣ ଈଶ୍ୱରଙ୍କ ଏହି କଥାଗୁଡ଼ିକ ସତରେ ପୂରା ହେବ ?

ବିଲକୁଲ୍‌ । ଏ ପୁସ୍ତିକାର ଏହି ତିନୋଟି ପାଠ ପଢ଼ନ୍ତୁ ଏବଂ ଜାଣନ୍ତୁ ଯେ ଆମେ କାହିଁକି ଭରସା ରଖିପାରିବା ଯେ ଏହି କଥାଗୁଡ଼ିକ ନିଶ୍ଚୟ ପୂରା ହେବ ।