इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୫୩

ଯିହୋବା, ଦେ ସାହସ

ଯିହୋବା, ଦେ ସାହସ

(୨ ରାଜାବଳୀ ୬:୧୬)

  1. ୧. ମୋ ଚାରି ପାଖରେ

    ଭୟ ଓ ସନ୍ଦେହ,

    ଯେବେ ନ ଥାଏ ଉପାୟ

    ଦେଖାଉ ତୁ ବାଟ ।

    କଷ୍ଟ ଏ ଜୀବନ

    ସତ ମୁଁ ଜାଣଇ,

    ସଦା ବିଶ୍ୱସ୍ତ ଈଶ୍ୱର

    ଭୟ ନାହିଁ ପ୍ରାଣେ ।

    (ଘୋଷା)

    ଯିହୋବା, ଭର ବିଶ୍ୱାସ

    କି ଦେଖେ ସଦା ମୁଁ

    ଆମ ସଙ୍ଗୀଗଣ ଅଧିକ ।

    ହେବି ସାହସୀ ମୁଁ ।

    ଦେ ତୁ ସାହସ ଦେ

    ସହି ଯିବି ସବୁ,

    ଯିହୋବା, ଦେ ସାହସ

    ନିଶ୍ଚେ ତୋରି ଜୟ ।

  2. ୨. ମୁଁ ଗଢ଼ା ଏମିତି

    ନିଜ ବଳେ ହାରେ,

    ତୁହି ମୋର ଦୃଢ଼ ଦୁର୍ଗ

    ବଳ ତୁ ହିଁ ଦେଉ ।

    ଦେ ତୁ ଦେ ସାହସ

    ଦୃଢ଼ ହେଉ ମନ,

    ପାରିବନି କିଛି ବାନ୍ଧି

    ବନ୍ଦୀ ବା ମରଣ ।

    (ଘୋଷା)

    ଯିହୋବା, ଭର ବିଶ୍ୱାସ

    କି ଦେଖେ ସଦା ମୁଁ

    ଆମ ସଙ୍ଗୀଗଣ ଅଧିକ ।

    ହେବି ସାହସୀ ମୁଁ ।

    ଦେ ତୁ ସାହସ ଦେ

    ସହି ଯିବି ସବୁ,

    ଯିହୋବା, ଦେ ସାହସ

    ନିଶ୍ଚେ ତୋରି ଜୟ ।

    (ଘୋଷା)

    ଯିହୋବା, ଭର ବିଶ୍ୱାସ

    କି ଦେଖେ ସଦା ମୁଁ

    ଆମ ସଙ୍ଗୀଗଣ ଅଧିକ ।

    ହେବି ସାହସୀ ମୁଁ ।

    ଦେ ତୁ ସାହସ ଦେ

    ସହି ଯିବି ସବୁ,

    ଯିହୋବା, ଦେ ସାହସ

    ନିଶ୍ଚେ ତୋରି ଜୟ ।

    ଯିହୋବା, ଦେ ସାହସ

    ନିଶ୍ଚେ ତୋରି ଜୟ ।