ଗୀତ ୧୫୪
ହାରେ ନା ପ୍ରେମ
୧. ଦେଖ ଏଇଠି,
ସବୁ ମୁଖେ ପ୍ରେମ—
ମିଳିବନି ଏ ସଂସାରେ ।
ବିଶ୍ୱସ୍ତ ବନ୍ଧୁ
ସବୁ କଲେ ପ୍ରେମ,
ଛାଡ଼ିପାରିଲୁ ସଂସାର ।
(ଘୋଷାର ଆରମ୍ଭ)
ପ୍ରେମ ହାରେ ନା ପ୍ରତିଜ୍ଞା ।
ରହିବ ଏ ସଦା ।
(ଘୋଷା)
ନା—ହାରେ ପ୍ରେମ—
ତା ଯିହୋବା କରେ ।
ସେହିଁ ପ୍ରେମ ।
ନା—ହାରେ ପ୍ରେମ—
ତା ଆମେ କରିବା ।
ଯେ ଦେଖେ ଏ ପ୍ରେମ,
ହୃଦୟେ ସଞ୍ଚିତ—
ହାରେ ନା ପ୍ରେମ ।
୨. ଦୁଃଖ ଭାରରେ
ଯେବେ ହେଉ ଦୁଃଖୀ,
ତା ଆମେ ସହି ପାରୁନା ।
କିନ୍ତୁ ମିଳେ ଖୁସି
ଯେବେ ଦେଉ ଆଶା,
ଶାନ୍ତି ପାଉ ପିତା ପ୍ରେମରେ ।
(ଘୋଷାର ଆରମ୍ଭ)
ପ୍ରେମ ଦୃଢ଼ ଏ ପ୍ରତିଜ୍ଞା ।
ରହିବ ଏ ସଦା ।
(ଘୋଷା)
ନା—ହାରେ ପ୍ରେମ—
ତା ଯିହୋବା କରେ ।
ସେହିଁ ପ୍ରେମ ।
ନା—ହାରେ ପ୍ରେମ—
ତା ଆମେ କରିବା ।
ଯେ ଦେଖେ ଏ ପ୍ରେମ,
ହୃଦୟେ ସଞ୍ଚିତ ।
(ଘୋଷା)
ନା—ହାରେ ପ୍ରେମ—
ତା ଯିହୋବା କରେ ।
ସେହିଁ ପ୍ରେମ ।
ନା—ହାରେ ପ୍ରେମ—
ତା ଆମେ କରିବା ।
ଯେ ଦେଖେ ଏ ପ୍ରେମ,
ହୃଦୟେ ସଞ୍ଚିତ—
ହାରେ ନା ପ୍ରେମ,
ହାରେ ନା ପ୍ରେମ,
ହାରେ ନା ପ୍ରେମ ।