इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୨-୧୮ ମାର୍ଚ୍ଚ ୨୦୧୮

ମାଥିଉ ୨୨-୨୩

୧୨-୧୮ ମାର୍ଚ୍ଚ ୨୦୧୮
  • ଗୀତ ୫୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଶ୍ରେଷ୍ଠ ଆଜ୍ଞା ଦୁଇଟିକୁ ପାଳନ କରନ୍ତୁ”: (୧୦ ମି.)

    • ମାଥି ୨୨:୩୬-୩୮—ଏହି ପଦଗୁଡ଼ିକ ଅନୁସାରେ ବ୍ୟବସ୍ଥାର ସବୁଠାରୁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞାକୁ ପାଳନ କରିବାରେ କʼଣ ସାମିଲ୍‌ ରହିଛି? (“ଅନ୍ତଃକରଣ,” “ପ୍ରାଣ,” “ମନ,” ଅଧ୍ୟୟନ ବାଇବଲମାଥି ୨୨:୩୭ ଅଧ୍ୟୟନ ତଥ୍ୟ)

    • ମାଥି ୨୨:୩୯—ବ୍ୟବସ୍ଥାର ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା କʼଣ? (“ଦ୍ୱିତୀୟଟି,” “ପ୍ରତିବାସୀ,” ଅଧ୍ୟୟନ ବାଇବଲମାଥି ୨୨:୩୯ ଅଧ୍ୟୟନ ତଥ୍ୟ)

    • ମାଥି ୨୨:୪୦—ସମ୍ପୂର୍ଣ୍ଣ ଏବ୍ରୀ ଶାସ୍ତ୍ର ପ୍ରେମ ଉପରେ ଆଧାରିତ (“ବ୍ୟବସ୍ଥା ଓ ଭାବବାଦୀ,” “ନିର୍ଭର କରେ,” ଅଧ୍ୟୟନ ବାଇବଲମାଥି ୨୨:୪୦ ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୨୨:୨୧—ଏହି ଶବ୍ଦଗୁଡ଼ିକର ଅର୍ଥ କʼଣ: “କାଇସରଙ୍କର ଯାହା” ଏବଂ “ଈଶ୍ୱରଙ୍କର ଯାହା”? (“କାଇସରଙ୍କର ଯାହା, ତାହା କାଇସରଙ୍କୁ,” “ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ,” ଅଧ୍ୟୟନ ବାଇବଲମାଥି ୨୨:୨୧ ଅଧ୍ୟୟନ ତଥ୍ୟ)

    • ମାଥି ୨୩:୨୪—ଯୀଶୁଙ୍କର ଏପରି କହିବାର ଅର୍ଥ କʼଣ ଥିଲା? (“ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ,” ଅଧ୍ୟୟନ ବାଇବଲମାଥି ୨୩:୨୪ ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୨୨:୧-୨୨

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ପୃଷ୍ଠା ୧୯୯ ¶୮-୯—ପ୍ରଚାରକ ଜଣକ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ ଦିଅନ୍ତି ଯେ ସେ ତାଙ୍କ ଚିହ୍ନାଜଣା ଲୋକମାନଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୭

  • ଈଶ୍ୱର ଓ ପଡ଼ୋଶୀମାନଙ୍କ ପ୍ରତି ପ୍ରେମ କିପରି ବଢ଼ାଇବା”: (୧୫ ମି.) ଆଲୋଚନା। ଆମେ ନିଜ କଳ୍ପନା ଶକ୍ତିର ବ୍ୟବହାର କରିବା ଏବଂ ବାଇବଲର ଘଟଣାଗୁଡ଼ିକୁ ନିଜ ମନର ଆଖିରେ ଦେଖିବା ବହୁତ ଜରୁରୀ। ଏହାର ମହତ୍ତ୍ୱକୁ ବୁଝାଇବା ପାଇଁ ଯିହୋବା ହିଁ ସତ୍ୟ ପରମେଶ୍ୱର ଅଟନ୍ତିଉଦ୍ଧୃତାଂଶ (ହିନ୍ଦୀ) ନାମକ ନାଟକୀୟ ବାଇବଲ ପଠନ ଚଲାନ୍ତୁ। ଶ୍ରୋତାମାନଙ୍କୁ କୁହନ୍ତୁ ଯେ ସେମାନେ ବାଇବଲରେ ୧ ରାଜାବଳୀ ୧୮:୧୭-୪୬ ଦେଖିବେ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୪ ¶୧-୨

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୫ ଏବଂ ପ୍ରାର୍ଥନା