इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୪-୧୦ ସେପ୍ଟେମ୍ବର

ଏଷ୍ଟର ୧-୨

୪-୧୦ ସେପ୍ଟେମ୍ବର
  • ଗୀତ ୧୩୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୦୬

  • ଯୁବକଯୁବତୀମାନେ କʼଣ କହନ୍ତି ?—ରୂପ-ରଙ୍ଗ (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ନିଜର ରୂପ-ରଙ୍ଗ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା କାହିଁକି କଠିନ ହୋଇପାରେ ?

    ଏହି ମାମଲା ବିଷୟରେ ୧ ପିତର ୩:୩, ୪ ପଦରେ ଦିଆଯାଇଥିବା ସିଦ୍ଧାନ୍ତରୁ ଆମକୁ କିପରି ସାହାଯ୍ୟ ମିଳିପାରିବ ?

  • ସଂଗଠନକୁ ମିଳିଥିବା ସଫଳତା: (୧୦ ମି.) ସେପ୍ଟେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୬ ଏବଂ ଅଧିକ ବିବରଣୀ ୬ ଓ ୭

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୦୧ ଏବଂ ପ୍ରାର୍ଥନା