इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଏଷ୍ଟରଙ୍କ ଭଳି ମର୍ଯ୍ୟାଦାରେ ରହନ୍ତୁ

ଏଷ୍ଟରଙ୍କ ଭଳି ମର୍ଯ୍ୟାଦାରେ ରହନ୍ତୁ

[ଏଷ୍ଟର ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଏଷ୍ଟର ବହୁତ ସୁନ୍ଦର ଥିଲେ (ଏଷ୍ଟ ୨:୭)

ଅନ୍ୟମାନେ ଏଷ୍ଟରଙ୍କ ବହୁତ ପ୍ରଶଂସା କଲେ ତଥାପି ସେ ମର୍ଯ୍ୟାଦାରେ ରହିଲେ (ଏଷ୍ଟ ୨:୯, ୧୫; ପ୍ର୧୭.୦୧-ହି ପୃ ୨୫ ¶୧୧; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୧୩୦ ¶୧୫)

ନିଜକୁ ପଚାରନ୍ତୁ: ‘ମୋ କଥା ଓ କାମରୁ ମୁଁ ନିଜ ବିଷୟରେ କʼଣ ଭାବେ, ତାହା କିପରି ଜଣାପଡ଼େ ?’—ପ୍ର୧୭.୦୧-ହି ପୃ ୨୫ ¶୧୨.