इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ

ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ

ମର୍ଦ୍ଦଖୟ ଯିହୋବାଙ୍କ ବିଶ୍ୱସ୍ତ ଥିଲେ ଓ ସେ ବହୁତ ସାହସୀ ଥିଲେ (ଏଷ୍ଟ ୩:୨-୪;ଇନସାଇଟ୍‌-୨ ପୃ ୪୩୧ ¶୭)

ସେ ଏଷ୍ଟରଙ୍କୁ ବୁଝାଇଲେ ଯେ ସେ କିପରି ନିଜ ଲୋକମାନଙ୍କୁ ସାହାଯ୍ୟ କରିପାରିବେ (ଏଷ୍ଟ ୪:୭, ୮; ଇନସାଇଟ୍‌-୨ ପୃ ୪୩୧ ¶୯)

ସେ ଏଷ୍ଟରଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଓ ସାହସର ସହ କାମ ନିଅନ୍ତୁ [ଏଷ୍ଟ ୪:୧୨-୧୪; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୧୩୩ ¶୨୨-୨୩]

ନିଜକୁ ପଚାରନ୍ତୁ: ‘କʼଣ ମୋ କଥା ଓ କାମଗୁଡ଼ିକରୁ ଭାଇଭଉଣୀମାନଙ୍କୁ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ସାହାଯ୍ୟ ମିଳେ ?’