इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସେ ନିଜ ଅଧିକାରର ବ୍ୟବହାର ଲୋକମାନଙ୍କ ଲାଭ ପାଇଁ କଲେ

ସେ ନିଜ ଅଧିକାରର ବ୍ୟବହାର ଲୋକମାନଙ୍କ ଲାଭ ପାଇଁ କଲେ

ମର୍ଦ୍ଦଖୟଙ୍କୁ ଗୋଟିଏ ବଡ଼ ଅଧିକାରୀ କରାଗଲା (ଏଷ୍ଟ ୯:୪; ଇନସାଇଟ୍‌-୨ ପୃ ୪୩୨ ¶୨)

ସେ ଯିହୋବାଙ୍କ ମହିମା କରିବା ପାଇଁ ଗୋଟିଏ ବାର୍ଷିକ ଉତ୍ସବ ପାଳନ କରିବା ଆରମ୍ଭ କଲେ (ଏଷ୍ଟ ୯:୨୦-୨୨, ୨୬-୨୮; ଇନସାଇଟ୍‌-୨ ପୃ ୭୧୬ ¶୫)

ସେ ଈଶ୍ୱରଙ୍କ ଲୋକମାନଙ୍କ ମଙ୍ଗଳ ପାଇଁ କାମ କଲେ (ଏଷ୍ଟ ୧୦:୩)

ଆଜି ଯେଉଁ ଲୋକମାନଙ୍କୁ ଯିହୋବାଙ୍କ ସଂଗଠନରେ କିଛି ଅଧିକାର ମିଳିଛି, ସେମାନେ ମର୍ଦ୍ଦଖୟଙ୍କ ଭଳି ହେବା ପାଇଁ ପୂରା ଚେଷ୍ଟା କରନ୍ତି ।—ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ପୃ ୧୦୧-୧୦୨ ¶୧୨-୧୩.