୨-୮ ଅକ୍ଟୋବର
ଆୟୁବ ୧-୩
ଗୀତ ୧୪୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଆୟୁ ୧:୧୦—ଏହି ପଦରୁ ଆମେ ମାଥିଉ ୨୭:୪୬ ପଦରେ କୁହାଯାଇଥିବା ଯୀଶୁଙ୍କ କଥା କିପରି ବୁଝିପାରିବା ? (ପ୍ର୨୧.୦୪-ହି ପୃ ୧୧ ¶୯)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଆୟୁ ୩:୧-୨୬ (ଶିଖାଇବା ଅଧ୍ୟୟନ ୧୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତି ଜଣକୁ ଆମ ୱେବସାଇଟ୍ ବିଷୟରେ କହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୯)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ବିଷୟରେ କହନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ଭାଷଣ: (୫ ମି.) ପ୍ର୨୨.୦୧-ହି ପୃ ୧୧-୧୨ ¶୧୧-୧୪—ବିଷୟ: ଯାକୁବଙ୍କ ଭଳି ଭଲ ଶିକ୍ଷକ ହୁଅନ୍ତୁ—ଅନ୍ୟମାନଙ୍କ ପରିସ୍ଥିତିକୁ ବୁଝନ୍ତୁ ଓ ନମ୍ର ରହନ୍ତୁ । (ଶିଖାଇବା ଅଧ୍ୟୟନ ୧୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମୋତେ ଲାଗିଲା ମୁଁ ସବୁକିଛି ତ କରୁଛି: (୧୦ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଭାଇ ବର୍ଡୱେଲଙ୍କୁ କାହିଁକି ଲାଗିଲା ଯେ ସେମାନେ ଯିହୋବାଙ୍କ ସେବା କରିବା ପାଇଁ ଆଗରୁ ହିଁ ବହୁତ କିଛି କରୁଛନ୍ତି ?
ମାଥିଉ ୬:୩୩ ପଦ ଉପରେ ଚିନ୍ତନ କରିବା ଯୋଗୁଁ ସେମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ?
ଭାଇ ବର୍ଡୱେଲଙ୍କ ପରିବାରରୁ ଆପଣ କʼଣ ଶିଖିଲେ ?
“JW.ORG ୱେବସାଇଟ୍ର ମୁଖ୍ୟ ପେଜ୍ର ବ୍ୟବହାର କରି ଅନ୍ୟମାନଙ୍କୁ ସାକ୍ଷ୍ୟ ଦିଅନ୍ତୁ”: (୫ ମି.) ପୃଷ୍ଠା ୧୬, ଆଲୋଚନା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୯ ପଏଣ୍ଟ ନଂ. ୬ ଏବଂ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୨୯ ଏବଂ ପ୍ରାର୍ଥନା