इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭୁଲ ସୂଚନାରୁ ସାବଧାନ ରହନ୍ତୁ

ଭୁଲ ସୂଚନାରୁ ସାବଧାନ ରହନ୍ତୁ

ଇଲୀଫସ୍‌ ବହୁତ ବୟସର ଓ ବୁଦ୍ଧିମାନ ଥିଲେ, ତେଣୁ ଲୋକମାନଙ୍କୁ ଲାଗିଥିବ ଯେ ତାଙ୍କ କଥାଗୁଡ଼ିକ ସତ ଅଟେ (ଆୟୁ ୪:୧; ଇନସାଇଟ୍‌-୧ ପୃ ୭୧୩ ¶୧୧)

ଦୁଷ୍ଟ ସ୍ୱର୍ଗଦୂତମାନଙ୍କ କଥାରେ ଆସି ଇଲୀଫସ୍‌ ଆୟୁବଙ୍କୁ ବହୁତ କଟୁ କଥାଗୁଡ଼ିକ କହିଲେ (ଆୟୁ ୪:୧୪-୧୬; ପ୍ର୦୫-ହି ୯/୧୫ ପୃ ୨୬ ¶୨)

ଇଲୀଫସ୍‌ଙ୍କ କିଛି କଥାଗୁଡ଼ିକ ସତ ଥିଲା, କିନ୍ତୁ ସେ ସେହି କଥାଗୁଡ଼ିକୁ ବଢ଼େଇ ଚଢ଼େଇ କହିଲେ (ଆୟୁ ୪:୧୯; ପ୍ର୧୦-ହି ୨/୧୫ ପୃ ୧୯ ¶୫-୬)

ଆଜି ବି ଶୟତାନର ଦୁନିଆରେ ବହୁତଗୁଡିଏ ଭୁଲ ସୂଚନା ଭରି ରହିଛି

ନିଜକୁ ପଚାରନ୍ତୁ: ‘ଯେବେ ମୋତେ କୌଣସି ସୂଚନା ମିଳେ, ତେବେ କʼଣ ମୁଁ ନିଶ୍ଚିତ କରେ ଯେ ଏହା ଠିକ୍‌ ଅଟେ ନା ଭୁଲ ?’—ଆଉ କିଛି ବିଷୟ ୩୨ ¶୧୩-୧୭.