इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ

ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ

ଶୟତାନ ଲୋକମାନଙ୍କୁ ଭରସା କରାଇବା ପାଇଁ ଚାହେଁ ଯେ ସେମାନଙ୍କ ସହ ଯାହା ବି ଖରାପ ହୁଏ, ତାʼ ପଛରେ ଯିହୋବାଙ୍କ ହାତ ଅଛି (ଆୟୁ ୮:୪)

ସେ ଚାହେଁ ଆମେ ଏହା ଭାବୁ ଯେ ଯିହୋବାଙ୍କୁ ଏକଥାର କୌଣସି ଚିନ୍ତା ନାହିଁ ଯେ ଆମେ ତାଙ୍କ ବିଶ୍ୱସ୍ତ ଅଛୁ ନା ନାହିଁ (ଆୟୁ ୯:୨୦-୨୨; ପ୍ର୧୫-ହି ୧୦/୧ ପୃ ୧୦ ¶୩)

ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ତାଙ୍କ ବିଶ୍ୱସ୍ତ ରହିପାରୁ ଓ ଶୟତାନର କଥାରେ ଆସି ନ ଥାଉ (ଆୟୁ ୧୦:୧୨; ଗୀତ ୩୨:୭, ୧୦; ପ୍ର୨୧.୧୧-ହି ପୃ ୬ ¶୧୪)

ଏହାକୁ ଯାଞ୍ଚ ଦେଖନ୍ତୁ: କୌଣସି ସମସ୍ୟାର ସାମନା କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଯିହୋବା କେଉଁ ଉପାୟଗୁଡ଼ିକରେ ଆପଣଙ୍କ ପାଇଁ ଅଟଳ ପ୍ରେମ ଦେଖାଉଛନ୍ତି । ତାʼପରେ ସେଗୁଡ଼ିକୁ ଲେଖି ରଖନ୍ତୁ । ତାʼପରେ ସେଗୁଡ଼ିକୁ ବାରମ୍ବାର ଦେଖନ୍ତୁ ।