इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବୁଦ୍ଧି ପାଇବାର ତିନୋଟି ଉପାୟ

ବୁଦ୍ଧି ପାଇବାର ତିନୋଟି ଉପାୟ

ସୃଷ୍ଟି ଉପରେ ଧ୍ୟାନ ଦିଅନ୍ତୁ (ଆୟୁ ୧୨:୭-୯; ପ୍ର୦୯-ହି ୪/୧୫ ପୃ ୬-୭ ¶୧୭)

ଏପରି ଭାଇଭଉଣୀଙ୍କ ସହ ସାଙ୍ଗ ହୁଅନ୍ତୁ, ଯେଉଁମାନେ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି (ଆୟୁ ୧୨:୧୨; ପ୍ର୨୧.୦୬-ହି ପୃ ୧୦-୧୧ ¶୧୦-୧୨)

ଈଶ୍ୱରଙ୍କ ସ୍ତରଗୁଡ଼ିକ ବିଷୟରେ ଶିଖନ୍ତୁ ଓ ତାʼ ଅନୁସାରେ ଜୀବନ ବିତାନ୍ତୁ (ଆୟୁ ୧୨:୧୬; ଇନସାଇଟ୍‌-୨ ପୃ ୧୧୯୦ ¶୨)

ନିଜକୁ ପଚାରନ୍ତୁ: ‘ବିଶ୍ୱସ୍ତ ଭାଇଭଉଣୀମାନଙ୍କ ସହ ସମୟ ବିତାଇ ମୁଁ କେଉଁ କଥାଗୁଡ଼ିକ ଶିଖିଛି ?’