इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

କଥାବାର୍ତ୍ତା କିପରି କରିବା ?

କଥାବାର୍ତ୍ତା କିପରି କରିବା ?

ପ୍ରଥମ ସାକ୍ଷାତ

ପ୍ରଶ୍ନ: ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?

ପଦ: ଯିଶା ୯:୬, ୭ କିମ୍ବା ମାଥି ୬:୯, ୧୦

ଆର ଥରକୁ: ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

ପୁନଃସାକ୍ଷାତ:

ପ୍ରଶ୍ନ: ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ପଦ: ଗୀତ ୭୨:୧୬ କିମ୍ବା ମାଥି ୧୪:୧୯, ୨୦

ଆର ଥରକୁ: ଏହି ରାଜ୍ୟ ପୃଥିବୀରେ କେବେ ଶାସନ କରିବ ?

ଗୀତସଂହିତା ୭୨:୧୬ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: