ପରମେଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି ?
ଅନେକ ଲୋକ ଭାବନ୍ତି ଯେ ଜଗତରେ ଏତେ ଦୁଃଖକଷ୍ଟ ଏବଂ ଲୋକଙ୍କଠାରେ ଏତେ ଘୃଣାଭାବ କାହିଁକି ରହିଛି । ଏ ପ୍ରଶ୍ନର ସଠିକ୍ ଉତ୍ତର ବାଇବଲରେ ମିଳେ, ଯେଉଁଥିରୁ ଆମକୁ ବହୁତ ସାନ୍ତ୍ୱନା ମିଳେ ।