ସବୁ ରାସ୍ତା ପରମେଶ୍ୱରଙ୍କ ପାଖକୁ ନେଇଯାଏ କି ?
କʼଣ ସବୁ ଧର୍ମ ସତ୍ୟ ଶିଖାନ୍ତି ? ଯଦି ହଁ, ତେବେ ଲୋକଙ୍କ ଧାର୍ମିକ ବିଶ୍ୱାସ ପରସ୍ପର ସହ କାହିଁକି ମେଳ ଖାଏ ନାହିଁ ? ଆଉ, ଆମେ କିପରି ଜାଣିପାରିବା ଯେ ଆମର ଧର୍ମ ସତ୍ୟ ନା ନୁହେଁ ?