ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଏପ୍ରିଲ୍ ୨୦୨୪

ଏହି ସଂଖ୍ୟାରେ ୧୦ ଜୁନ୍‌–୭ ଜୁଲାଇ, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୧୪

‘ପ୍ରୌଢ଼ତା ଲାଭ କରିବା ନିମନ୍ତେ ଅଗ୍ରସର ହୁଅନ୍ତୁ’

୧୦-୧୬ ଜୁନ୍‌, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୧୫

ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ରଖନ୍ତୁ

୧୭-୨୩ ଜୁନ୍‌, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୧୬

ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ

୨୪-୩୦ ଜୁନ୍‌, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୧୭

ଆଧ୍ୟାତ୍ମିକ ପାରଦୀଶକୁ କେବେ ବି ଛାଡ଼ନ୍ତୁ ନାହିଁ !

୧-୭ ଜୁଲାଇ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଜୀବନ କାହାଣୀ

ମୋର ଦୁର୍ବଳତାଗୁଡ଼ିକରେ ଈଶ୍ୱରଙ୍କ ଶକ୍ତି ସ୍ପଷ୍ଟ ଦେଖାଯାଇଛି

ଏରକି ମ୍ୟାକେଲା କହନ୍ତି ଯେ ପୂର୍ଣ୍ଣ ସମୟର ସେବା କରିବା ସମୟରେ ତାଙ୍କୁ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା । ଯେପରି, ଯେବେ ସେ କଲମ୍ବିଆରେ ମିଶନାରୀ ସେବା କରୁଥିଲେ, ତେବେ ସେଠାରେ ଗୁରିଲ୍ଲା ସମ୍ପ୍ରଦାୟ ଏବଂ ସରକାର ମଝିରେ ଯୁଦ୍ଧ ଚାଲିଥିଲା । କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ସେ ସବୁ ସମସ୍ୟାଗୁଡ଼ିକର ସାମନା କରିପାରିଲେ ।

କʼଣ ଆପଣ ଜାଣନ୍ତି ?

ରାଜା ଦାଉଦ ନିଜ ସୈନ୍ୟମାନଙ୍କ ମଧ୍ୟରେ ବିଦେଶୀ ସୈନ୍ୟମାନଙ୍କୁ କାହିଁକି ସାମିଲ୍‌ କଲେ ?