ଅଧିବେଶନ କାର୍ଯ୍ୟକ୍ରମ ୨୦୧୮

ସାହସୀ ହୁଅ! ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ ୨୦୧୮ ପାଇଁ କାର୍ଯ୍ୟକ୍ରମ।

ଶନିବାର

ଏ ଦିନର କାର୍ଯ୍ୟକ୍ରମ ଯିହୋଶୂୟ ୧:୭ ପଦ ଉପରେ ଆଧାରିତ—‘ବଳବାନ ଓ ଅତି ସାହସିକ ହୁଅ।’

ରବିବାର

ଭବିଷ୍ୟତର ଘଟଣା ଯେତେବେଳେ ଈଶ୍ୱରଙ୍କ ଲୋକମାନଙ୍କୁ ସାହସ ଆବଶ୍ୟକ ହେବ।

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଅଧିବେଶନ ବିଷୟରେ ଆପଣ ଯାହା ଜାଣିବାକୁ ଚାହାନ୍ତି, ତାହା ଦେଖନ୍ତୁ।