ଅଧିବେଶନ କାର୍ଯ୍ୟକ୍ରମ ୨୦୧୯

ପ୍ରେମ କଦାପି ଶେଷ ହୁଏ ନାହିଁ ! ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ ।

ଶନିବାର

ଶନିବାର କାର୍ଯ୍ୟକ୍ରମ ୧ ଥେସଲନୀକୀୟ ୪:୯ ପଦ ଉପରେ ଆଧାରିତ— “ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ନିଜେ ଶିକ୍ଷିତ ହୋଇଅଛ”

ରବିବାର

ରବିବାର କାର୍ଯ୍ୟକ୍ରମ ଯିହୂଦା ୨୧ ପଦ ଉପରେ ଆଧାରିତ— “ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ”

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଉପସ୍ଥିତ ସମସ୍ତଙ୍କ ପାଇଁ ଜରୁରୀ ସୂଚନା ।