इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବିଷୟଗୁଡ଼ିକର ସୂଚୀ ପ୍ରହରୀଦୁର୍ଗସଜାଗ ହୁଅ ! ୨୦୨୩

ବିଷୟଗୁଡ଼ିକର ସୂଚୀ ପ୍ରହରୀଦୁର୍ଗସଜାଗ ହୁଅ ! ୨୦୨୩

ଲେଖାଗୁଡ଼ିକର ବିଷୟ ଓ ପତ୍ରିକାର ସଂଖ୍ୟା

ପ୍ରହରୀଦୁର୍ଗର ଅଧ୍ୟୟନ ସଂସ୍କରଣ

ଅଧ୍ୟୟନ ଲେଖା

  • ଆପଣ ନିଜ ଲକ୍ଷ୍ୟ ହାସଲ କରିପାରିବେ ! ମେ

  • ଆମ ଆଶା କାହାଣୀ ନୁହେଁ ! ଡିସେ.

  • ଈଶ୍ୱରଙ୍କ ବାକ୍ୟର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ଜାଣନ୍ତୁ ! ଅକ୍ଟୋ.

  • କʼଣ ଆପଣ “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ଅଛନ୍ତି ? ଅକ୍ଟୋ.

  • କʼଣ ଆପଣ ମହାକ୍ଳେଶ ପାଇଁ ପ୍ରସ୍ତୁତ ଅଛନ୍ତି ? ଜୁଲା.

  • କʼଣ ଯିହୋବା ମୋ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେବେ ? ନଭେ.

  • କʼଣ ନେବା ଓ କʼଣ ପରିତ୍ୟାଗ କରିବା ? ଅଗ.

  • କୋମଳତା ଆପଣଙ୍କର ଶକ୍ତି ଅଟେ, ଦୁର୍ବଳତା ନୁହେଁ ! ସେପ୍ଟେ.

  • ‘ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବାଧ୍ୟ କରେ,’ ଜାନୁ.

  • ଜୀବନ ଈଶ୍ୱରଙ୍କ ତରଫରୁ ଗୋଟିଏ ଉପହାର, ଫେବୃ.

  • “ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ,” ମାର୍ଚ୍ଚ

  • “ତୁମ୍ଭ ଭାଇ ପୁଣି ଉଠିବ” ! ଏପ୍ରି.

  • ଦାନିୟେଲଙ୍କ ଉଦାହରଣରୁ ଶିଖନ୍ତୁ, ଅଗ.

  • ଧାର୍ମିକ ହେବା ପାଇଁ ବିଶ୍ୱାସର ସହ କାମ ବି ଜରୁରୀ, ଡିସେ.

  • ଧୈର୍ଯ୍ୟ ଧରିବା ଜାରି ରଖନ୍ତୁ, ଅଗ.

  • ନିଜ ପ୍ରେମ ଲଗାତାର ବଢ଼ାନ୍ତୁ, ଜୁଲା.

  • ନିଜ ପ୍ରାର୍ଥନାକୁ ଆହୁରି ଭଲ କରନ୍ତୁ, ମେ

  • ନୂଆ ଦୁନିଆ—ଯିହୋବାଙ୍କ ଏହି ପ୍ରତିଜ୍ଞା ଉପରେ କିପରି ବିଶ୍ୱାସ ବଢ଼ାଇପାରିବା ? ଏପ୍ରି.

  • ପରସ୍ପର ପାଇଁ ପ୍ରେମ କିପରି ବଢ଼ାଇପାରିବା ? ନଭେ.

  • ପିତରଙ୍କ ଭଳି ହୁଅନ୍ତୁ, ହାର୍‌ ମାନନ୍ତୁ ନାହିଁ ! ସେପ୍ଟେ.

  • ପିତରଙ୍କ ଚିଠିଗୁଡ଼ିକରୁ ଶିଖନ୍ତୁ, ସେପ୍ଟେ.

  • ‘ପବିତ୍ରତାର ପଥରେ’ ଚାଲିବା ଜାରି ରଖନ୍ତୁ, ମେ

  • ପ୍ରାଚୀନମାନେ—ଗିଦିୟୋନ୍‌ଙ୍କ ଉଦାହରଣରୁ ଶିଖନ୍ତୁ, ଜୁନ୍‌

  • ପାରଦୀଶ ନିଶ୍ଚୟ ଆସିବ—ଏହା ଯିହୋବାଙ୍କ ଗ୍ୟାରେଣ୍ଟି, ନଭେ.

  • ବାଇବଲର ବାକ୍ୟରୁ ଆପଣଙ୍କୁ ପୂରା ଲାଭ କିପରି ମିଳିବ ? ଫେବୃ.

  • ବାପ୍ତିସ୍ମ କାହିଁକି ନେବା ? ମାର୍ଚ୍ଚ

  • ବାପ୍ତିସ୍ମ ପାଇଁ କିପରି ପ୍ରସ୍ତୁତି କରିବା ? ମାର୍ଚ୍ଚ

  • ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ ଶିଖନ୍ତୁ, ଅଗ.

  • ବାଇବଲ ଏହାର ଲେଖକ ବିଷୟରେ କʼଣ କହେ ? ଫେବୃ.

  • ଭରସା ରଖନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା ପ୍ରତ୍ୟେକ କଥା ସତ ଅଟେ, ଜାନୁ.

  • ମନର ନୂତନୀକରଣ କରନ୍ତୁ ! ଜାନୁ.

  • ଯୁବା ଭାଇମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ ! ଡିସେ.

  • ଯୁବା ଭଉଣୀମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ ! ଡିସେ.

  • ଯୁବାମାନେ, ତମ ଜୀବନ କିପରି ହେବ ? ସେପ୍ଟେ.

  • ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି ! ଜାନୁ.

  • ଯିହୋବାଙ୍କୁ କାହିଁକି ଭୟ କରିବା ? ଜୁନ୍‌

  • ଯିହୋବାଙ୍କ ଭଳି ମୃଦୁଶୀଳ ବ୍ୟକ୍ତି ହୁଅନ୍ତୁ ! ଜୁଲା.

  • ଯିହୋବାଙ୍କ ଦିନ ପାଇଁ ପ୍ରସ୍ତୁତ ରହନ୍ତୁ, ଜୁନ୍‌

  • ଯିହୋବାଙ୍କ ମହାନ ମନ୍ଦିରରେ ସେବା କରିବା—ଗୋଟିଏ ବିଶେଷ ଆଶିଷ, ଅକ୍ଟୋ.

  • ଯିହୋବା ଆମ ପ୍ରାର୍ଥନାଗୁଡ଼ିକର କିପରି ଉତ୍ତର ଦିଅନ୍ତି ? ମେ

  • ‘ଯିହୋବାଙ୍କ ଅଗ୍ନିଶିଖାକୁ’ ଲିଭିବା ପାଇଁ ଦିଅନ୍ତୁ ନାହିଁ, ମେ

  • ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଆମେ କʼଣ ଶିଖିପାରିବା ? ଏପ୍ରି.

  • ଶାମ୍‌ଶୋନ୍‌ଙ୍କ ଭଳି ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ, ସେପ୍ଟେ.

  • ‘ସୁସ୍ଥିର ଓ ଅଟଳ ରହ,’ ଜୁଲା.

  • “ସଚେତନ ହୋଇ ଜାଗ୍ରତ ରୁହ,” ଫେବୃ.

  • ସମସ୍ୟା ସମୟରେ ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ, ନଭେ.

  • ‘ସେ ତୁମ୍ଭକୁ ଦୃଢ଼ କରିବେ,’ ଅକ୍ଟୋ.

  • ସଭାଗୁଡ଼ିକରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ, ଏପ୍ରି.

  • ସୃଷ୍ଟିକୁ ଦେଖି, ଯିହୋବାଙ୍କୁ ଜାଣନ୍ତୁ ! ମାର୍ଚ୍ଚ

  • ସୃଷ୍ଟିରୁ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାନ୍ତୁ, ମାର୍ଚ୍ଚ

  • ସ୍ମାରକ ପାଳନ କରିବାର ଆପଣଙ୍କ ଚେଷ୍ଟା ଉପରେ ଯିହୋବା ଆଶିଷ ଦେବେ ! ଜାନୁ.

  • ସବୁବେଳେ ଈଶ୍ୱରଙ୍କୁ ଭୟ କରନ୍ତୁ ଓ ଆଶିଷଗୁଡ଼ିକ ପାଆନ୍ତୁ, ଜୁନ୍‌

  • ହଠାତ୍‌ ବିପତ୍ତି ଆସିଲେ ମଧ୍ୟ ଯିହୋବା ଆପଣଙ୍କୁ ସମ୍ଭାଳିବେ ! ଏପ୍ରି.

ଅଧ୍ୟୟନ ପାଇଁ ପରାମର୍ଶ

  • ଆମ ଜ୍ଞାନରେ ହୋଇଥିବା ପରିବର୍ତ୍ତନ ବିଷୟରେ ନୂଆ ତଥ୍ୟ କେଉଁଠୁ ପାଇବା ? (ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌), ଅକ୍ଟୋ.

  • ‘ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତଗୁଡ଼ିକୁ’ ମୁଖସ୍ଥ କରନ୍ତୁ, (jw.org), ନଭେ.

  • କʼଣ ଆପଣ କୌଣସି ପଦ ବିଷୟରେ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ତଥ୍ୟରୁ ପୂରା ଲାଭ ପାଉଛନ୍ତି ? ଏପ୍ରି.

  • କʼଣ ଆପଣଙ୍କୁ ଭାଇଭଉଣୀମାନଙ୍କ ଜୀବନ କାହାଣୀଗୁଡ଼ିକ ପଢ଼ିବା ପସନ୍ଦ ଅଛି ? ଜାନୁ.

  • “ନୂଆ କʼଣ ଅଛି” ଭାଗ କିପରି ବ୍ୟବହାର କରିବା ? (JW ଲାଇବ୍ରେରୀ ଓ jw.org), ମାର୍ଚ୍ଚ

  • ପ୍ରଥମେ କʼଣ ଅଧ୍ୟୟନ କରିବା ? ଜୁଲା.

  • ପ୍ରହରୀଦୁର୍ଗରେ ଆସୁଥିବା ଅନ୍ୟ ଲେଖା (JW ଲାଇବ୍ରେରୀ), ଜୁନ୍‌

  • ପିଲାମାନଙ୍କ ପାଇଁ ବଢ଼ିଆ ସୂଚନା (jw.org), ସେପ୍ଟେ.

  • ମୂଖ୍ୟ ପେଜ୍‌ରେ ଆସିଥିବା ଲେଖାଗୁଡ଼ିକୁ କିପରି ଖୋଜିବା (jw.org), ଫେବୃ.

  • ଯିହୋବାଙ୍କ ବିଷୟରେ ଖୋଜିବା ବହୁମୂଲ୍ୟ ରତ୍ନ (ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌), ଅଗ.

  • ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଦିଆଯାଇଥିବା ଅନୁସନ୍ଧାନ କରିବା ପାଇଁ ପ୍ରକାଶନ, ମେ

ଆପଣଙ୍କ ପ୍ରଶ୍ନ

  • କʼଣ ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କ ପାଖରେ ଖାଇବା ପାଇଁ ମାନ୍ନା ଆଉ ଭାଟୋଇ ପକ୍ଷୀ ଛଡ଼ା ଆଉ ବି କିଛି ଥିଲା ? ଅକ୍ଟୋ.

  • ଯିହୋବାଙ୍କ ନାମ ଓ ତାଙ୍କ ଶାସନ କରିବାର ଅଧିକାର ବିଷୟରେ ଆମେ ଯାହା ମାନୁଥିଲୁ, ସେଥିରେ କʼଣ ପରିବର୍ତ୍ତନ କରାଯାଇଥିଲା ? ଅଗ.

  • ଯୀଶୁଙ୍କ ଜନ୍ମ ପରେ ଯୋଷେଫ ଓ ମରୀୟମ ନିଜ ଘର ନାଜରିତକୁ ଫେରିବା ପରିବର୍ତ୍ତେ ବେଥଲିହିମରେ ହିଁ କାହିଁକି ରହିଗଲେ ? ଜୁନ୍‌

  • ରୂତ ୪:୧ ପଦରେ ଯେଉଁ ମୁକ୍ତିକର୍ତ୍ତା ବ୍ୟକ୍ତି ବିଷୟରେ କୁହାଯାଇଛି, ସେ ଏପରି କାହିଁକି କହିଲେ ଯେ ଯଦି ସେ ରୂତଙ୍କ ସହ ବିବାହ କରିବେ, ତେବେ ତାଙ୍କ “ଅଧିକାରର କ୍ଷତି” ହେବ ? (ରୂତ ୪:୬), ମାର୍ଚ୍ଚ

କ’ଣ ଆପଣ ଜାଣନ୍ତି ?

  • ପ୍ରାଚୀନ ବାବିଲରେ ଯେଉଁ ଇଟାଗୁଡ଼ିକମିଳିଲା ଓ ତାହା ଯେପରି ଭାବେ ତିଆରି କରାଯାଉଥିଲା, ସେଥିରୁ କିପରି ଜଣାପଡ଼େ ଯେ ବାଇବଲରେ ଲେଖା କଥାଗୁଡ଼ିକ ସତ୍ୟ ଅଟେ ? ଜୁଲା.

ଖ୍ରୀଷ୍ଟୀୟ ଜୀବନ ଓ ଗୁଣ

  • ବିନା ଆଖିରେ ଦେଖିଲୁ ଭାଇଭଉଣୀଙ୍କ ପ୍ରେମ ! ଫେବୃ.

  • ମୋ ଜୀବନ ସାଥୀ ପର୍ନୋଗ୍ରାଫି ଦେଖିଲେ, କʼଣ କରିବି ? ଅଗ.

  • ମଦ ବିଷୟରେ ଇଶ୍ୱରଙ୍କ ଚିନ୍ତାଧାରା ଆପଣାନ୍ତୁ, ଡିସେ.

ଜୀବନ କାହାଣୀ

  • ପରସ୍ପର ଉପରେ ଆଗ୍ରହ ନେଲେ ଅନେକ ଆଶିଷ ମିଳେ (ରସଲ ରିଡ), ଜୁଲା.

  • ମୁଁ ଯିହୋବାଙ୍କ ଉପରେ ଭରସା ରଖିଲି ଏବଂ ସେ ମୋର ସୁରକ୍ଷା କଲେ (ଇଜ୍ରାଏଲ୍‌ ଇଟାଜୋବି), ନଭେ.

  • ଯିହୋବାଙ୍କ ସେବା ଅନେକ ଉପାୟରେ କରି, ଅନେକ କଥା ଶିଖିଲି (ରେନୋ କେସ୍କ), ଜୁନ୍‌

  • ଯିହୋବା ବିଶ୍ୱସ୍ତ ଲୋକମାନଙ୍କୁ ଅନେକ ଆଶିଷ ଦିଅନ୍ତି (ରୋବର୍ଟ ଲେଣ୍ଡିସ୍‌), ଫେବୃ.

ଯିହୋବାଙ୍କ ସାକ୍ଷୀ

  • ୧୯୨୩—ଶହେ ବର୍ଷ ପୂର୍ବେ, ଅକ୍ଟୋ.

  • କରୁଣାର ସହ ସମସ୍ତଙ୍କୁ ସାହାଯ୍ୟ କରିବା, ଡିସେ.

  • ହୁଲଡାଙ୍କୁ ନିଜ ପରିଶ୍ରମର ଭଲ ଫଳ ମିଳିଲା ! ନଭେ.

ସର୍ବସାଧାରଣ ପାଇଁ ପ୍ରହରୀଦୁର୍ଗ

  • ସୁସ୍ଥ ମନ—ଲଢ଼ିବା କଷ୍ଟ, କିନ୍ତୁ ସଫଳତା ସମ୍ଭବ ! ସଂଖ୍ୟା ୧

ସଜାଗ ହୁଅ !

  • କʼଣ ପୃଥିବୀର ବିନାଶ ହୋଇଯିବ ? ଆଶାର ଗୋଟିଏ କିରଣ ! ସଂଖ୍ୟା ୧