इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯିହୋବାଙ୍କ ଆଗ୍ରହର ସହ ଅପେକ୍ଷା କରନ୍ତୁ !

ଯିହୋବାଙ୍କ ଆଗ୍ରହର ସହ ଅପେକ୍ଷା କରନ୍ତୁ !

ଗୀତସଂହିତା ୧୩୦:୬

ସକାଳ କାର୍ଯ୍ୟକ୍ରମ

  • ୯:୩୦ ସଂଗୀତ

  • ୯:୪୦ ଗୀତ ସଂ. ୮୮ ଏବଂ ପ୍ରାର୍ଥନା

  • ୯:୫୦ ଯିହୋବାଙ୍କ ଆଗ୍ରହର ସହ ଅପେକ୍ଷା କରନ୍ତୁ—କିପରି ?

  • ୧୦:୦୫ ପରିଚର୍ଚ୍ଚା: ସେମାନଙ୍କଠାରୁ ଶିଖନ୍ତୁ ଯେଉଁମାନେ ଯିହୋବାଙ୍କ ଆଗ୍ରହର ସହ ଅପେକ୍ଷା କଲେ

    • • ହବକ୍‌କୂକ

    • • ଯୋହନ

    • • ହାନ୍ନା

  • ୧୧:୦୫ ଗୀତ ସଂ. ୧୪୨ ଏବଂ ଘୋଷଣା

  • ୧୧:୧୫ ଆପଣ କେଉଁ କଥାର ଅପେକ୍ଷା କରୁଛନ୍ତି ?

  • ୧୧:୩୦ ସମର୍ପଣ ଏବଂ ବାପ୍ତିସ୍ମ

  • ୧୨:୦୦ ଗୀତ ସଂ. ୨୮

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୧୦ ସଂଗୀତ

  • ୧:୨୦ ଗୀତ ସଂ. ୫୪ ଏବଂ ପ୍ରାର୍ଥନା

  • ୧:୩୦ ବାଇବଲ ଆଧାରିତ ଜନ ଭାଷଣ: କʼଣ ଧୈର୍ଯ୍ୟ ଧରିବାର ଲାଭ ଅଛି ?

  • ୨:୦୦ ପ୍ରହରୀଦୁର୍ଗର ସାରାଂଶ

  • ୨:୩୦ ଗୀତ ସଂ. ୧୪୩ ଏବଂ ଘୋଷଣା

  • ୨:୪୦ ପରିଚର୍ଚ୍ଚା: ଯିହୋବାଙ୍କ ଅପେକ୍ଷା କରନ୍ତୁ . . .

    • • ଯେବେ ଆପଣ ଏକୁଟିଆ ଅନୁଭବ କରନ୍ତି

    • • ଯେବେ ଆପଣ କୌଣସି ଭୁଲ କରିଦିଅନ୍ତି

    • • ଯେବେ ଆମକୁ ଲାଗେ ଯେ ଦୁଷ୍ଟମାନେ ଶାନ୍ତିରେ ବଞ୍ଚୁଛନ୍ତି

  • ୩:୪୦ “ନିଶ୍ଚୟ ଧାର୍ମିକ ଲୋକ ପାଇଁ ପୁରସ୍କାର ଅଛି”

  • ୪:୧୫ ଗୀତ ସଂ. ୧୪୦ ଏବଂ ପ୍ରାର୍ଥନା