इस जानकारी को छोड़ दें

ଟେକ୍ନୋଲୋଜି

ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ୍‌ କିମ୍ବା ଅନ୍ୟ ଇଲେକ୍‌ଟ୍ରୋନିକ୍‌ ଉପକରଣ ଅଛି, ତାହେଲେ ସେଥିରୁ ଆପଣଙ୍କ ଅନେକ ସମୟ ନଷ୍ଟ ହୋଇପାରେ । ଯଦି ଆପଣ ନିଜ ସମୟକୁ ନଷ୍ଟ କରିବା ପାଇଁ ଚାହାନ୍ତିନି, ତାହେଲେ ଆପଣ କʼଣ କରିପାରିବେ ?

इलेक्ट्रॉनिक डिवाइस

ଭିଡିଓ-ଗେମ୍‌ସ—କʼଣ ଆପଣ ସତରେ ଜିତୁଛନ୍ତି ?

ଭିଡିଓ ଗେମ୍‌ସ ଖେଳିବାରେ ମଜା ତ ଆସେ କିନ୍ତୁ ସେଥିରେ ବିପଦ ମଧ୍ୟ ରହିଛି । ଆମେ ସେହି ବିପଦଠାରୁ କିପରି ଦୂରେଇ ରହିପାରିବା ଓ ପ୍ରକୃତରେ ଜିତିପାରିବା ?