इस जानकारी को छोड़ दें

ଆପଣଙ୍କୁ ନିମନ୍ତ୍ରଣ କରୁଛୁ: ୨୦୨୩ ଧୈର୍ଯ୍ୟ ଧରନ୍ତୁ ! ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ

ଆପଣଙ୍କୁ ନିମନ୍ତ୍ରଣ କରୁଛୁ: ୨୦୨୩ ଧୈର୍ଯ୍ୟ ଧରନ୍ତୁ ! ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ

ଆଜି ଧୈର୍ଯ୍ୟ ଧରିବା ଆମ ପାଇଁ ଆଗ ଅପେକ୍ଷା ବେଶି ଜରୁରୀ ଅଟେ । କିନ୍ତୁ ଧୈର୍ଯ୍ୟ ଧରିବାର ଅର୍ଥ କʼଣ ? ଆମେ ପ୍ରତିଦିନ କିପରି ଧୈର୍ଯ୍ୟ ଧରିପାରିବା ? ୨୦୨୩ ଧୈର୍ଯ୍ୟ ଧରନ୍ତୁ ! ଅଧିବେଶନରେ ଆପଣଙ୍କୁ ନିମନ୍ତ୍ରଣ କରୁଛୁ ।