इस जानकारी को छोड़ दें

ଦାଉଦ କଲେ ଯିହୋବାଙ୍କ ସମୟର ଅପେକ୍ଷା

ଦାଉଦଙ୍କ ସହ ଅନେକ ଥର ଅନ୍ୟାୟ ହେଲା, କିନ୍ତୁ ସେ ଯିହୋବାଙ୍କ ପଦକ୍ଷେପ ନେବାର ଅପେକ୍ଷା କଲେ । ଜାଣନ୍ତୁ ଯେ ସେ ଏହା କିପରି କଲେ । ଏଥିରେ ଦିଆଯାଇଥିବା ଘଟଣାଗୁଡ଼ିକ ୧ ଶାମୁୟେଲ ୨୪:୨-୧୫; ୨୫:୧-୩୫; ୨୬:୨-୧୨; ଗୀତସଂହିତା ୩୭:୧-୭ ଉପରେ ଆଧାରିତ ଅଛି ।