‘ଆଉ ବିଳମ୍ବ ହେବ ନାହିଁ’
ପ୍ରକାଶିତ ବାକ୍ୟ ବହିରେ କେଉଁ ରୋମାଞ୍ଚକ ଭବିଷ୍ୟତବାଣୀଗୁଡ଼ିକ ଅଛି ତାହା ଦେଖନ୍ତୁ । ଆଉ ଯେବେ ଏହା ସତରେ ପୂରା ହେବ ତେବେ ସେହି ଲୋକମାନଙ୍କୁ ଦୁଃଖକଷ୍ଟରୁ ମୁକ୍ତି ମିଳିବ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି । ଏଥିରେ ଦିଆଯାଇଥିବା ଘଟଣାଗୁଡ଼ିକ ପ୍ରକାଶିତ ବାକ୍ୟ ୧୮:୧–୧୯:୩; ୧୯:୧୧–୨୦:୩; ୨୦:୧୨-୧୪; ୨୨:୧-୭ ଉପରେ ଆଧାରିତ ଅଛି ।