ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଅକ୍ଟୋବର ୨୦୨୪

ଏହି ସଂଖ୍ୟାରେ ୯ ଡିସେମ୍ବର, ୨୦୨୪–​୫ ଜାନୁୟାରୀ, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

୧୯୨୪—ଶହେ ବର୍ଷ ପୂର୍ବେ

୧୯୨୪ ମସିହାରେ ବାଇବଲ ବିଦ୍ୟାର୍ଥୀମାନେ ସାହସର ସହ କାମ କଲେ ଏବଂ ଖୁସି ଖବର ଶୁଣାଇବା ପାଇଁ ନୂଆ ନୂଆ ଉପାୟ ଆପଣାଇଲେ ।

ଅଧ୍ୟୟନ ଲେଖା ୪୦

‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’

୯-୧୫ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୪୧

ଯୀଶୁ ୪୦ ଦିନ ମଧ୍ୟରେ ଯାହା କଲେ, ସେଥିରୁ ଆମେ କʼଣ ଶିଖୁ ?

୧୬–୨୨ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୪୨

‘ମନୁଷ୍ୟମାନଙ୍କ ରୂପରେ ମିଳିଥିବା ଉପହାର’ ପାଇଁ କୃତଜ୍ଞତା ଦେଖାନ୍ତୁ

୨୩-୨୯ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୪୩

ନିଜ ସନ୍ଦେହ କିପରି ଦୂର କରିବା ?

୩୦ ଡିସେମ୍ବର, ୨୦୨୪–୫ ଜାନୁୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

କʼଣ ଆପଣ ଜାଣନ୍ତି ?

ଇସ୍ରାଏଲୀୟମାନଙ୍କ ପାଇଁ ସଙ୍ଗୀତ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା, ଏପରି ଆମେ କାହିଁକି କହିପାରିବା ?

ଆପଣଙ୍କ ପ୍ରଶ୍ନ

ଶଲୋମନଙ୍କ ମନ୍ଦିରର ବରଣ୍ଡାର ଉଚ୍ଚତା କେତେ ଥିଲା ?

ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ

କʼଣ ଆପଣଙ୍କ ସହିତ ବି ଏପରି ହୁଏ ଯେ ଆପଣ ଯାହା ପଢ଼ନ୍ତି ତାହା ଆପଣଙ୍କୁ ମନେ ହିଁ ରହେ ନାହିଁ ? ତାହେଲେ ଆପଣ କʼଣ କରିପାରିବେ ?