ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଅଗଷ୍ଟ ୨୦୨୪

ଏହି ସଂଖ୍ୟାରେ ୭ ଅକ୍ଟୋବର–୧୦ ନଭେମ୍ବର, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୩୧

ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ କʼଣ କରିଛନ୍ତି ?

୭-୧୩ ଅକ୍ଟୋବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଆପଣଙ୍କ ପ୍ରଶ୍ନ

୨ ଥେସଲନୀକୀୟ ୩:⁠୧୪ ପଦ ଅନୁସାରେ କାହାରି ଉପରେ ନଜର ରଖିବାର ନିଷ୍ପତ୍ତି ପ୍ରାଚୀନମାନଙ୍କ ହେବା ଉଚିତ୍‌ ନା ମଣ୍ଡଳୀର ପ୍ରଚାରକମାନଙ୍କ ?

ଅଧ୍ୟୟନ ଲେଖା ୩୨

ଯିହୋବା ଚାହାନ୍ତି ଯେ ସମସ୍ତେ ପଶ୍ଚାତାପ କରନ୍ତୁ

୧୪-୨୦ ଅକ୍ଟୋବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୩୩

ଗମ୍ଭୀର ପାପ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ

୨୧-୨୭ ଅକ୍ଟୋବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୩୪

ପାପ କରିଥିବା ବ୍ୟକ୍ତିମାନଙ୍କୁ ପ୍ରେମ ଓ ଦୟା ଦେଖାନ୍ତୁ

୨୮ ଅକ୍ଟୋବର-୩ ନଭେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୩୫

ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ସେମାନଙ୍କୁ ସାହାଯ୍ୟ କରନ୍ତୁ

୪-୧୦ ନଭେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଆପଣଙ୍କ ପାଇଁ ଗୋଟିଏ ସୂଚନା

ଏହି ସଂଖ୍ୟାରେ ଆମେ ପାଞ୍ଚୋଟି ଅଧ୍ୟୟନ ଲେଖା ଉପରେ ଚର୍ଚ୍ଚା କରିବା ଏବଂ ଜାଣିବା ଯେ ପାପ କରିଥିବା ବ୍ୟକ୍ତିମାନଙ୍କୁ ଯିହୋବା କେଉଁ ଦୃଷ୍ଟିରେ ଦେଖନ୍ତି ଓ କିପରି ସେମାନଙ୍କ ସାହାଯ୍ୟ କରନ୍ତି । ଆମେ ଏହା ବି ଜାଣିବା ଯେ ଆମେ ଯିହୋବାଙ୍କ ଭଳି କିପରି ସେହି ଲୋକମାନଙ୍କ ପାଇଁ ପ୍ରେମ, କରୁଣା ଏବଂ ଦୟା ଦେଖାଇପାରିବା ।