ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଏପ୍ରିଲ୍ ୨୦୨୨
ଏହି ସଂଖ୍ୟାରେ ୬ ଜୁନ୍–୩ ଜୁଲାଇ, ୨୦୨୨ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୧୫
କʼଣ ଆପଣ କଥାବାର୍ତ୍ତା କରିବା ମାମଲାରେ ଭଲ ଉଦାହରଣ ଅଟନ୍ତି ?
ଅଧ୍ୟୟନ ଲେଖା ୧୬
ମନପ୍ରାଣ ଦେଇ ଯିହୋବାଙ୍କ ସେବା କରନ୍ତୁ ଓ ଖୁସି ରହନ୍ତୁ
ମୋ ଡଗିମାନଙ୍କ ପାଇଁ ବିସ୍କୁଟ
ଜଣେ ସ୍ୱାମୀ ସ୍ତ୍ରୀ କାର୍ଟ ଲଗାଇ ସାକ୍ଷ୍ୟ ଦେଉଛନ୍ତି, ସେମାନେ ଜଣେ ବ୍ୟକ୍ତିଙ୍କ ସହ ଭଲ ବ୍ୟବହାର କରୁଛନ୍ତି ଓ ତାଙ୍କ ଡଗିମାନଙ୍କୁ ଖାଇବା ପାଇଁ ଦେଉଛନ୍ତି । ଏହାର କʼଣ ଭଲ ପରିଣାମ ହେଲା ?
ଅଧ୍ୟୟନ ଲେଖା ୧୭
ମାଆମାନେ, ଇଉନୀକୀଙ୍କଠାରୁ ଶିଖନ୍ତୁ
ଅଧ୍ୟୟନ ଲେଖା ୧୮
ଲକ୍ଷ୍ୟ ରଖନ୍ତୁ ଓ ତାହା ହାସଲ କରନ୍ତୁ
ଆପଣଙ୍କ ପ୍ରଶ୍ନ
ବାଇବଲରେ ଶପଥ ନେବା ବିଷୟରେ କʼଣ କୁହାଯାଇଛି ?
ଆପଣଙ୍କ ପ୍ରଶ୍ନ
ଯଦି ଜଣେ ଖ୍ରୀଷ୍ଟିୟାନ ବାଇବଲ ସିଦ୍ଧାନ୍ତର ବିରୁଦ୍ଧରେ ଯାଇ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦିଏ ଓ ଦ୍ୱିତୀୟ ବିବାହ କରେ, ତାʼହେଲେ ତାର ପ୍ରଥମ ଓ ଦ୍ୱିତୀୟ ବିବାହକୁ ମଣ୍ଡଳୀରେ କେଉଁ ଦୃଷ୍ଟିରେ ଦେଖାଯିବ ?