ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଜାନୁୟାରୀ ୨୦୨୪
ଏହି ସଂଖ୍ୟାରେ ୪ ମାର୍ଚ୍ଚ–୭ ଏପ୍ରିଲ୍, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୧
ଯିହୋବାଙ୍କ ଉପରେ ଭରସା ରଖନ୍ତୁ, ଡରକୁ କାବୁ କରନ୍ତୁ
୪-୧୦ ମାର୍ଚ୍ଚ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଭଉଣୀମାନଙ୍କ ସହ କିପରି ବ୍ୟବହାର କରିବା ଉଚିତ୍ ?
ଜଣେ ଭାଇଙ୍କ ଲାଳନପାଳନ ଯେଉଁଭଳି ସଂସ୍କୃତିରେ ବି ହୋଇଥାଉ ନା କାହିଁକି, ସେ ଯିହୋବାଙ୍କ ଭଳି ହୋଇପାରିବେ ଆଉ ସ୍ତ୍ରୀମାନଙ୍କୁ ପ୍ରେମ କରିବା ଏବଂ ତାଙ୍କର ଆଦର କରିବା ଶିଖିପାରିବେ ।
କʼଣ ଆପଣ ଜାଣନ୍ତି ?
ଇଥିଓପିଆର ଅଧିକାରୀ ସେହି ସମୟରେ କିପରି ଗାଡ଼ିରେ ଯାତ୍ରା କରୁଥିଲେ, ଯେବେ ଫିଲିପ୍ପ ଆସି ତାଙ୍କୁ ଭେଟିଲେ ?
ଅଧ୍ୟୟନ ଲେଖା ୩
ସମସ୍ୟା ସମୟରେ ଯିହୋବା ଆମକୁ ଏକୁଟିଆ ଛାଡ଼ନ୍ତି ନାହିଁ
୨୫-୩୧ ମାର୍ଚ୍ଚ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୪
ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି !
୧-୭ ଏପ୍ରିଲ୍, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।