ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଜାନୁୟାରୀ ୨୦୨୫

ଏହି ସଂଖ୍ୟାରେ ୩ ମାର୍ଚ୍ଚ–୬ ଏପ୍ରିଲ୍‌, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୧

ଯିହୋବାଙ୍କର ମହିମା କରନ୍ତୁ

୩-୯ ମାର୍ଚ୍ଚ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୨

ସ୍ୱାମୀମାନେ, ନିଜ ସ୍ତ୍ରୀଙ୍କୁ ଆଦର କରନ୍ତୁ

୧୦-୧୬ ମାର୍ଚ୍ଚ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୩

ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ

୧୭-୨୩ ମାର୍ଚ୍ଚ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୪

ମୁକ୍ତିର ମୂଲ୍ୟରୁ ଆମେ କʼଣ ଶିଖୁ ?

୨୪-୩୦ ମାର୍ଚ୍ଚ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୫

ଯିହୋବାଙ୍କର ପ୍ରେମ ଯୋଗୁଁ ମିଳେ ଅନେକ ଆଶିଷ !

୩୧ ମାର୍ଚ୍ଚ–୬ ଏପ୍ରିଲ୍‌, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଚିତ୍ର ଆଙ୍କି ଶିଖନ୍ତୁ

ଆପଣ ଯେଉଁ ନୂଆ କଥା ଶିଖନ୍ତି, ନିଜ ମନରେ ତାହାର ଚିତ୍ର ଆଙ୍କିଲେ ଅନେକ କଥା ମନେ ରଖିପାରିବେ ।