ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଜୁଲାଇ ୨୦୨୪
ଏହି ସଂଖ୍ୟାରେ ୯ ସେପ୍ଟେମ୍ବର–୬ ଅକ୍ଟୋବର, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୨୯
ପାପଠାରୁ ଦୂରେଇ ରହିବା ପାଇଁ ଆପଣ କʼଣ କରିପାରିବେ ?
୨୩-୨୯ ସେପ୍ଟେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୩୦
ଇସ୍ରାଏଲର ରାଜାମାନଙ୍କଠାରୁ ଶିଖନ୍ତୁ
୩୦ ସେପ୍ଟେମ୍ବର–୬ ଅକ୍ଟୋବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ନୂଆ ମଣ୍ଡଳୀକୁ କିପରି ଆପଣାଇ ପାରିବେ ?
ଅନେକ ଭାଇଭଉଣୀ ନୂଆ ମଣ୍ଡଳୀରେ ଯିବା ପରେ କିଛି ସମସ୍ୟାର ସାମନା କଲେ, କିନ୍ତୁ ସେମାନେ ସେହି ସମସ୍ୟାର ସାମନା କରିପାରିଲେ । ଆପଣ ନୂଆ ମଣ୍ଡଳୀକୁ କିପରି ଆପଣାଇ ପାରିବେ ? ଚାରୋଟି ପଦକ୍ଷେପ ଉଠାଇଲେ ଆପଣ ଏପରି କରିପାରିବେ ।
ଆପଣଙ୍କ ପ୍ରଶ୍ନ
ଯିଶାଇୟ ୬୦:୧ ପଦରେ କାହା ବିଷୟରେ କୁହାଯାଇଛି ଓ ସେ କିପରି ‘ଉଠି ଦୀପ୍ତିମତୀ’ ହୁଏ ?